Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
By: Rusiraj Pattanayak Father of the nation Gandhiji in Odisha ! Mahatma Gandhi had set foot in Odisha for the first time on 23rd March 1921 which also was the day of Dola Purnima. Gandhiji addressed the first meeting of…
ଉପସ୍ଥାପନା: ଦେଵ ତ୍ରିପାଠୀ ଓଡ଼ିଶାର ପ୍ରଥମ ବିଦ୍ୟାଳୟ । ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀ ୧୮୦୩ରେ ମରହଟ୍ଟାମାନଙ୍କ କବଳରୁ ଦଖଲ କଲା ମାତ୍ର ୩/୪ ଘଣ୍ଟାର ଲଢ଼େଇ ପରେ । ଇଂରେଜମାନଙ୍କ ନିକଟରୁ ପରାସ୍ତ ହୋଇ ମରହଟ୍ଟାମାନେ ଓଡ଼ିଶାର ରାଜଧାନୀ କଟକର ବାରବାଟୀ ଦୁର୍ଗରୁ ପଳାୟନ କରିଥିଲେ । ମାତ୍ର ଇଂରେଜମାନଙ୍କୁ କ୍ରମାଗତ ଭାବେ ଓଡ଼ିଶାର ସ୍ଥାନୀୟ…
ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ଅବଧାରକ ନିତାଇ ପାଲିତ । ସେ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଥିତଯଶା ନାୟକ, ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର । ସେ ହିଁ ନେଇ ପାରିଥିଲେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟସ୍ତରକୁ, ଗୋଟିଏ ପରେ ଗୋଟିଏ କ୍ଲାସିକ ସ୍ତରର ଚଳଚ୍ଚିତ୍ରମାନ ନିର୍ମାଣ କରି ସେ ଓଡ଼ିଶା…
By: Shibashish Mahapatra Heritage Buildings Of Sonepur Princely State. The present Subarnapur town is regarded as one of the oldest cities in Odisha. The chronological history of Subarnapur district can be dated from 8th century AD, when it was known…
ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…
ଲେଖା: ଦେଵ ତ୍ରିପାଠୀ “ମୋହ ଯିବା ଯାଏଁ ରଥେ ଥିବ ରହି . . ” ମହାନ ଭକ୍ତ ତଥା #ଯବନକବି #ସାଲବେଗଙ୍କ ଏଭଳି କୋହଭରା ମାର୍ମିକ ଡ଼ାକ ଶୁଣି ମହାପ୍ରଭୁଙ୍କ ରଥ ଅଟକି ରହିଥିଲା, ସେହି ଉପାଖ୍ୟାନକୁ ସମ୍ମାନ ଜଣାଇ #ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରର ରଥଯାତ୍ରାରେ ପାଳନ ହୁଏ ଏକ ବିଶେଷ ରୀତି…
ଲେଖା: ଅମ୍ରିତେଶ ଖଟୁଆ କଟକ ଜିଲ୍ଲାର ସାଲେପୁରର ସରେଇ ଠାରେ ୧୯୪୫ ମସିହା ୨୫ ଅଗଷ୍ଟ ଗଣେଶ ଚତୁର୍ଥୀ ତିଥିରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସାହିତ୍ୟ ସଙ୍ଗଠକ ଓ ନାଟ୍ୟକାର ରତ୍ନାକର ଚଇନି। ସମକାଳୀନ ସାହିତ୍ୟ ସଂରଚନାରେ ନବନାଟ୍ୟ ଆନ୍ଦୋଳନ ମଧ୍ୟରେ ‘ଉଦ୍ଭଟ ନାଟ୍ୟ ପରମ୍ପରା’ ବିଶ୍ଳେଷଣ ତଥା ‘କଳଙ୍କିତ ସୂର୍ଯ୍ୟ’ ପରି ଅଜସ୍ରସ୍ରାବୀ ଲେଖକୀୟତାରେ…
ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ, ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ – ମୃତ୍ୟୁଞ୍ଜୟ ରଥ )…
ଲେଖା: ଦେଵ ତ୍ରିପାଠୀ ଭାରତମାଟିର ପାବ୍ଲୋ ନେରୁଦା କବି ଉତ୍କଳରତ୍ନ ପ୍ରଫେସର ଜୟନ୍ତ ମହାପାତ୍ର । ପଦାର୍ଥ ବିଜ୍ଞାନର ପ୍ରଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ଶବ୍ଦର ବ୍ୟାଖ୍ୟା: କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ ଏ ଶବ୍ଦର ସଂସ୍କୃତ ବିଶେଷ୍ୟ ହିସାବରେ ଯେଉଁ ଅର୍ଥ ସବୁ ଭାଷାକୋଷରେ ଅଛି ତାହା ଏଠାରେ ଦିଆଗଲା …. ୧●ସାନୁ; ପର୍ବତର ମଧ୍ୟଦେଶ★ ୨● ବଳୟ; ହାତଖଡ଼ୁ ୩●ଗୋଡ଼ଖଡ଼ୁ ୪●ଚକ୍ର ★ ୫● ନଗର; ରାଜଧାନୀ★ ୬●ସୈନ୍ୟ★ ୭●…