Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ ‘ଚଉରାଶି’ ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ, ଦକ୍ଷିଣରେ ଗିଲେଇଗଡ ଏବଂ ଉତ୍ତର ଓ ପୂର୍ବରେ ପ୍ରାଚୀନଦୀ ପ୍ରବାହିତ । ଏଇ ନଦୀକୂଳରେ ବରାହୀ ଦେଉଳ ସମେତ ଅମରେଶ୍ୱର ମନ୍ଦିର, ପିତାପଡା ମନ୍ଦିର, ରାମେଶ୍ବର ମନ୍ଦିର, ଲଳିତ…