Tag AstaSambhu Temple

Astha Sambhu Temple

ଲେଖା: ଅରବିନ୍ଦ ମହାନ୍ତି   Astha Sambhu Temple ! ଦିନେ କୋଟିଲିଙ୍ଗର କ୍ଷେତ୍ର ବୋଲାଉଥିବା ଭୁବନେଶ୍ୱର, ସମୟର ଗତିରେ ଏହାର ବହୁ ମନ୍ଦିର ଓ ବିଗ୍ରହ ଲୁପ୍ତ ଓ ଲୁଣ୍ଠିତ ହୋଇ ପଡ଼ିଥିଲେ। ଏଥି ମଧ୍ୟରୁ ଅଷ୍ଟଶମ୍ଭୁ ମନ୍ଦିର ଅନ୍ୟତମ। ପବିତ୍ର ବିନ୍ଦୁସାଗରର ଉତ୍ତର ଦିଗରେ ଓ ଗୋଦାବରୀ ତୀର୍ଥ ଏବଂ ଉତ୍ତରେଶ୍ବରଙ୍କ ନିକଟରେ…