Tag Akhila Mohan Pattanayak

ଅଖିଳମୋହନ ପଟ୍ଟନାୟକ

ଲେଖା: ସୁଚେତା ପ୍ରଧାନ ଓଡିଆ କ୍ଷୁଦ୍ରଗଳ୍ପ ଜଗତର କାଳଜୟୀ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ! ସ୍ବାଧୀନତା ପରବର୍ତ୍ତୀ ଓଡିଆ  ସାହିତ୍ୟର କ୍ଷୁଦ୍ରଗଳ୍ପ ଜଗତରେ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଯଶସ୍ବୀ ସ୍ରଷ୍ଟା। ତାଙ୍କର ସୃଷ୍ଟି ସମ୍ଭାର ମଣିଷର ହୃଦୟ ଓ ମସ୍ତିଷ୍କର ଅନ୍ତଃ ରହସ୍ୟକୁ ଖୋଜିବାରେ ସିଦ୍ଧହସ୍ତ। ତାଙ୍କର ସମସାମୟିକ ସାହିତ୍ୟିକ ମାନେ ଗ୍ରାମ୍ୟ…