Tag ହଁ ମୁଁ କଟକ କହୁଛି

ହଁ ମୁଁ କଟକ କହୁଛି

ଲେଖା: ଈଶ୍ୱର ଗୁରୁ ମୁଁ ଓଡ଼ିଶାର ଗର୍ବ ! ମୋରି ଛାତିରେ ଲେଖାଯାଇଛି ଓଡ଼ିଶାର ଇତିହାସ, ମୁଁ ହିଁ ତିଆରିଛି ଓଡ଼ିଶାର ଭବିଷ୍ୟତ ! ମୋରି ବୁକୁରେ ପାଦ ଥାପି ଓଡ଼ିଆ ପୁଅ ଲଙ୍ଘିବାର ଯୋଜନା କରିଛି ସାତ ସମୁଦ୍ର ତେର ନଈ ! ମୋରି ମାଟିକୁ ମଥାରେ ମାରି ଓଡ଼ିଆ ବୀର ଜିଣିଛି ଗଙ୍ଗାରୁ…