Tag ସିଂହାରୀ ଶ୍ୟାମସୁନ୍ଦର କର

ଓଡିଶା ସଙ୍ଗୀତ ଜଗତର ରାଣୀ ଡଃ ଶ୍ୟାମାମଣି ଦେଵୀ (Dr. Shyamamani Devi)

ପିଲାଟି ଦିନରୁ ସେ ଥିଲେ ସଙ୍ଗୀତ ପ୍ରତି ସମର୍ପିତ, ହେଲେ ରକ୍ଷଣଶୀଳ ସମାଜ କରିଥିଲା ତାଙ୍କର ପଥରୋଧ । ସେ କିନ୍ତୁ ଥିଲେ ଦୃଢନିଶ୍ଚିତ, ସଙ୍ଗୀତ ଥିଲା ତାଙ୍କ ଜୀବନ, ସେ ପଛକୁ ହଟିଥାନ୍ତେ ବା କେମିତି ! ପ୍ରବଳ ଆଗ୍ରହ ଓ ସଙ୍ଗୀତ ପ୍ରତି ନିଷ୍ଠା ସହିତ ଆଶୀର୍ବାଦ ହେଲା ପିତା ଏବଂ କକାଙ୍କ ସୁସମୟ ପ୍ରେରଣା । ଆଉ ଜୀବନରେ ପଛକୁ ଫେରି ନ ଥିବା ସେଇ ଛୋଟ ଝିଅଟି ଦିନେ ବନିଗଲା କେତେ କେତେ କଣ୍ଠଶିଳ୍ପୀଙ୍କ ପ୍ରେରଣା । ସେ ବନିଗଲା ଓଡିଶୀ ସଙ୍ଗୀତ, ପଲ୍ଲୀସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତଜଗତର ଏକ ଶ୍ରଦ୍ଧାଶୀଳ ନାମ . .

କାଶୀନାଥ ପୂଜାପଣ୍ଡା

ଲେଖା: ଦେଵ ତ୍ରିପାଠୀ କାଶୀନାଥ ପୂଜାପଣ୍ଡା । ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଏକ ଶ୍ରଦ୍ଧାଶୀଳ ସ୍ମରଣୀୟ ନାମ ।  ବାଳୁତ ବୟସରୁ କାଶୀନାଥ ଥିଲେ ସଙ୍ଗୀତମନସ୍କ । ମାମୁଁ ବଳଭଦ୍ର ହଜୁରୀ, ପୁରୀରେ ପ୍ରତିଷ୍ଠା କରିଥିବା ହଜୁରୀ ଥିଏଟରର ଆଖଡାଶାଳରେ କାଶୀନାଥଙ୍କ ଶୈଶବ ବିତିଥିଲା । ମାମୁଁ ପୁଅ ଭାଇ ରଘୁନାଥଙ୍କ ପ୍ରରୋଚନାରେ କାଶୀନାଥ ନବମ…

ସିଂହାରୀ ଶ୍ୟାମସୁନ୍ଦର କର

ଲେଖା: ଦେଵ ତ୍ରିପାଠୀ ସିଂହାରୀ ଶ୍ୟାମସୁନ୍ଦର କର । ସୁନାମଧନ୍ୟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ମର୍ଦ୍ଦଳ ବାଦକ ଏବଂ ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିପାରିଛନ୍ତି ସେ । ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ହିଁ ଶ୍ୟାମସୁନ୍ଦର ।…