Tag ସିଂହଦ୍ଵାର

ପତିତପାବନ

ଲେଖା: ଦେବ ତ୍ରିପାଠୀ ନୀଳକନ୍ଦର ବାସୀ ଜଗତର ନାଥଙ୍କୁ ଦର୍ଶନ କରିବା ଅଭିଳାଷରେ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଅସୁମାରୀ ଭକ୍ତ, ଦୁନିଆର କୋଣ ଅନୁକୋଣରୁ । ମାତ୍ର ବଡ଼ଦେଉଳର ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ସମସ୍ତଙ୍କୁ ମିଳେନା । ଯେଉଁ ଭାବାବେଗୀ ଭକ୍ତମାନେ ନିୟମତଃ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରନ୍ତି ନାହିଁ, ସେମାନେ ଅରୁଣସ୍ତମ୍ଭ ନିକଟରେ…

ସିଂହଦ୍ଵାର

ଲେଖା: ଦେଵ ତ୍ରିପାଠୀ ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ହସ୍ତପଦପ୍ରକ୍ଷାଳନ କରି ପ୍ରଥମେ ମୁଣ୍ଡିଆ ମାରେ ଅରୁଣସ୍ତମ୍ଭରେ । ଅରୁଣ ସ୍ତମ୍ଭର ସମ୍ମୁଖରେ ଦୃଶ୍ୟମାନ ହୁଏ ସିଂହଦ୍ଵାର, ଏବଂ ତା’ର ଉଭୟ ପାର୍ଶ୍ଵରେ ମନ୍ଦିର ପରିସରକୁ ଘେରିରହିଥିବା ମେଘନାଦ ପାଚେରୀ ଓ କୁର୍ମବେଢ଼ା । ଏହି ସିଂହଦ୍ଵାର ବା ଧର୍ମଦ୍ଵାର ବା ମୋକ୍ଷଦ୍ଵାରର ଦ୍ଵାରପାଳ…

ରଘୁନାଥଜୀଉ ପୀଠ

ଲେଖା: ଦେଵ ତ୍ରିପାଠୀ ଆସନ୍ତୁ ବୁଲିଯିବା ଶ୍ରୀକ୍ଷେତ୍ର !  ଏ ଏକ ସିଦ୍ଧପୀଠ ! ଏ ବିଶ୍ୱର ଏକ ବିରଳ ପୀଠ ଯେଉଁଠି ଦାରୁ ବିଗ୍ରହ ରୂପେ ପୂଜିତ ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଲକ୍ଷ୍ମଣ, ଜଗଦ୍ଧାତ୍ରୀ ଦେବୀ ସୀତା ତଥା ମହାବୀର ଶ୍ରୀହନୁମାନ ! ଏ ପୀଠ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ର ! ରଘୁନାଥଜୀଉ ପୀଠ ! ଏଠାରେ…