Tag ସମ୍ବଲପୁର

ଯଶୋଦେହେ ଆୟୁଷ୍ମାନ ମୁକ୍ତିଯୋଦ୍ଧା ମାଧୋ ସିଂ

ଲେଖା: ନିରଞ୍ଜନ ସାହୁ ସୁରେନ୍ଦ୍ର ସାଏ ଇଂରେଜ ବିରୋଧୀ ବିଦ୍ରୋହ ଘୋଷଣା କରି ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଲଢ଼ିଥିଲେ। ତାଙ୍କର ବିଦ୍ରୋହକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ପ୍ରଥମ ପର୍ଯ୍ୟାୟ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୮୫୭ ରେ ଆରମ୍ଭ ହୋଇ ୧୮୬୪ରେ ପରିସମାପ୍ତ ହୋଇଥିଲା। ଏହି ସମୟରେ…

ସୁରେନ୍ଦ୍ର ସାଏ

ଲେଖା: ଦେଵ ତ୍ରିପାଠୀ ସମ୍ବଲପୁର ଠାରୁ ପ୍ରାୟ ୪୦କି.ମି. ଦୂର ଏଲଏଣ୍ଡଟି ରୋଡ଼ ପାର୍ଶ୍ଵରେ ବୃକ୍ଷରାଜି ପରିବେଷ୍ଟିତ ଛୋଟ ଗାଁ ଖିଣ୍ଡା । ସମୟର ସ୍ତିମିତ ଗୋଧୂଳିରେ ପାଣ୍ଡୁର ଦୃଶ୍ୟପଟ ପରି ଗାଁ ଖିଣ୍ଡା । ସହରୀ କୋଳାହଳର ନିରାପଦ ଦୂରତାରେ ସଭ୍ୟତାର ଆଲୋକକୁ ପଛ କରି କାହିଁ କେଉଁ କାଳୁ ଆକାଶମୁହାଁ ହୋଇ ଠିଆ…

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ

  ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…

ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ

ଲେଖା: ଦେଵ ତ୍ରିପାଠୀ ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଗଞ୍ଜାମରେ ଓଡ଼ିଆ ମାନଙ୍କ ଜାଗରଣ ତେଜିଉଠିଲା । ମାନ୍ଦ୍ରାଜ ସରକାର ଜନମତର ପ୍ରାବଲ୍ୟକୁ ସହ୍ୟ କରି ନପାରି ୧୮୮୩ ମସିହାରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ସ୍ଥାନ ଦେଲେ ଓଡ଼ିଆ ଭାଷାକୁ । ୧୮୯୦ ମସିହାରେ ସରକାରୀ ଅଫିସ ଓ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆଦେଶ ଦିଆଗଲା…

ମା’ ଚର୍ଚ୍ଚିକା

ଲେଖା: ଦେଵ ତ୍ରିପାଠୀ “ବାଙ୍କୀଗଡେ ମା’ ଚର୍ଚ୍ଚିକା ସିନ୍ଦୂର ମଣ୍ଡିତା, ଅଷ୍ଟଚଣ୍ଡୀ ମଧ୍ୟେ ନାମ ଉତ୍କଳ ବନ୍ଦିତା,  ଭକ୍ତଙ୍କ ହିତ ସାଧନେ ବାଙ୍କୀଗଡ଼େ ଉଭା ଯୁଗେ ଯୁଗେ ମା’ ଚର୍ଚ୍ଚିକା ବିରାଜନ୍ତି ଶୋଭା, ଭକ୍ତଙ୍କୁ କୋଳକୁ ଟାଣି, କପାଳରେ ହାତ ଦେଇ ବରଷନ୍ତି କୃପାଜଳ ଅବିରତ II” ମାତୃଶକ୍ତି ଯୁଗେ ଯୁଗେ ବନ୍ଦନୀୟା । ସେ…