Tag ସମଲେଶ୍ଵରୀ

ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ

ଲେଖା: ଶିବାଶିଷ ମହାପାତ୍ର ଆମ ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ ! ଅସୁମାରୀ ପରମ୍ପରାର ନାୟକ !  ସମ୍ବଲପୁର ତଥା ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ଵରୀ । ଦୂତୀବାହନ ଓଷା ବା ପୁଅ ଜିଉଁତିଆ ପୂଜାରୁ ଆରମ୍ଭ ହୋଇଥାଏ ଶାରଦୀୟ ଦୁର୍ଗାପୂଜା । ଏହାପର ଷୋହଳ ଦିନ ଧରି ହୋଇଥାଏ ଷୋଡ଼ଶ ଉପଚାର । ବିଭିନ୍ନ…