Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଅମ୍ବିକା ପଟ୍ଟନାୟକ ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l…
ସୃଷ୍ଟି: ଜ୍ଞାନେନ୍ଦ୍ର କୁମାର ପଣ୍ଡା ବ୍ୟାସକବି ଫକୀରମୋହନଙ୍କ ଉପରେ ଆମ ସମୟର ଯୁବକବି ଜ୍ଞାନେନ୍ଦ୍ରଙ୍କର ଏକ ଅନନ୍ୟ ପ୍ରତିବେଦନ ଏଇ କବିତା ‘ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ’ ! ~ ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ ~ କେହି ଯଦି ସତରେ ବଞ୍ଚିଛ ତେବେ ଥରେ ଆସ ଦେଖିବ ସ୍ପଷ୍ଟ ଦିବାଲୋକର ଆକାଶ…
ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…
ଲେଖା: ଦେଵ ତ୍ରିପାଠୀ “ଉତ୍କଳମାତାର ଯୋଗ୍ୟତମ ସୂତ, ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ, ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ, ନର ଦେହେଥିବ ଯାବତ ହୃଦୟ।’’ କବିବର ରାଧାନାଥ ତାଙ୍କର ପ୍ରତିଭା ଓ କୃତିର ପ୍ରଶଂସାରେ ଶତମୁଖ ହୋଇ ଏପରି କବିତା ଲେଖିଛନ୍ତି ସେ ଥିଲେ ମହାନ ଜ୍ୟୋତିର୍ବିଦ ଓ ପଣ୍ଡିତ ମହାମହୋପାଧ୍ୟାୟ…
ଲେଖା: ଦେଵ ତ୍ରିପାଠୀ “ଜ୍ଞାନର ପେଡା ସଭିଙ୍କି ଲୋଡ଼ା, ସଭିଏଁ ଖାଇବେ ଥୋଡା ଥୋଡା ।” ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଯାହା ପ୍ରତି କବିବର ରାଧାନାଥ ରଚିଥିଲେ ଏପରି ପ୍ରଶସ୍ତିଗାନ, ସେ ଥିଲା ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟପତ୍ରିକା ‘ଉତ୍କଳ ମଧୁପ’। ୧୮୭୮ ମସିହା ଏପ୍ରିଲ ମାସରେ କଟକର କତିପୟ ଉତ୍ସାହୀ…