Physical Address
Sai Samarpanam, Satya Vihar, Bhubaneswar

ପତ୍ର ପାଇବା ଓ ଉତ୍ତର ଦେବାରେ ଦି' ପଇସା ଖର୍ଚ୍ଚ, କିନ୍ତୁ ସେଇ ଦି' ପଇସାର ମୂଲ୍ୟ ବୋଧହୁଏ ଗୋଦାବରୀଶଙ୍କ ପାଇଁ ଥିଲା ଦୁଇ ଲକ୍ଷ ଟଙ୍କାରୁ ଅଧିକ i କାରଣ ଫକୀରମୋହନକ ପରି ମହାସିନ୍ଧୁଙ୍କ ସଙ୍ଗେ ତାଙ୍କ ଜୀବନର କ୍ଷୁଦ୍ର ପାଣିଟୋପାଟିକୁ ନେଇ ମିଶାଇ ପାରିଥିଲା ସେଇ ପତ୍ର . .

ଲେଖା: ଅରବିନ୍ଦ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମା ଶକ୍ତି ରୂପେ ଦେବୀ ବସୁଧା ବା ଭୂଦେବୀଙ୍କ ପରିଚୟ। ସମଗ୍ର ସଂସାରକୁ ଧାରଣ କରିଥିବା ହେତୁ ସେ ମଧ୍ୟ ବିଶ୍ୱଧାତ୍ରୀ ନାମେ ପ୍ରସିଦ୍ଧା। ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର ତାଙ୍କ ସୁରକ୍ଷା ପାଈଁ ସୃଷ୍ଟି। ହିରଣାକ୍ଷ ଦୈତ୍ୟକୁ ମୁକ୍ତି ପ୍ରଦାନ କରି ଭୂଦେବୀଙ୍କୁ ବରାହ ରୂପେ ଉଦ୍ଧାର…

ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇ ମହାର୍ଘ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି ପ୍ରାଚୀନ ଉକ୍ରଳୀୟ ପର୍ବର୍ବାଣିସବୁ . .