Tag ଯୋରନ୍ଦା ମେଳା

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର କଥା। ଭାରି ସୁକୁମାରିଆ ପିଲାଦିନ ସେତେବେଳେ। ଗାଁ ମାନଙ୍କର ପରିବେଶ ଆଉ ଏବର ଦିନ ଭିତରେ ଯେମିତି ଯୋଜନ ବ୍ୟାପୀ ଫରକ । ସେ ସମୟର କଥା କେତେ ସୁନ୍ଦର ଥିଲା ସତେ !…

ମହିମା ଗାଦି

ଲେଖା: ନିରଞ୍ଜନ ସାହୁ ~ ବିଶ୍ଵପ୍ରସିଦ୍ଧ ମହିମା ଗାଦି ଓ ଯୋରନ୍ଦା ମେଳା ~ ମଳୟ ଶିଖରୀ ଶିରୀ ଚୋରି କରି ବସିଲାଣି ମନ୍ଦ ସମୀର ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର । କେଶର କେଶରେ ହେଲାଣି ମଞ୍ଜୁଳ କେଶରେ ମଣ୍ଡନ କରିବା ଭଳିରେ ଫୁଟିଲାଣି କେତେ ବଞ୍ଜୁଳ । (ଲାବଣ୍ୟବତୀ/କବିସମ୍ରାଟ/ବସନ୍ତ…

ଯୋରନ୍ଦା ମେଳା

ଉପସ୍ଥାପନା: ଦେଵ ତ୍ରିପାଠୀ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ । ଏଇ ପବିତ୍ର ତିଥିରେ ଉତ୍କଳ ଭୂଖଣ୍ଡର ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ଅନୁଷ୍ଠିତ ହୁଏ ଯୋରନ୍ଦା ମେଳା । ସେଇ ମହାର୍ଘ ବେଳାରେ ଲୋକାରଣ୍ୟ ହୋଇଉଠେ ଏ ମହିମାପୀଠ । ମୁହୁର୍ମୁହଃ ଉଚ୍ଚାରିତ ହୁଏ ଅଲେଖ ମହିମା ଶବ୍ଦ । ଆକାଶର ପୂର୍ଣ୍ଣଚନ୍ଦ୍ର ଏବଂ ଘିଅ ଦୀପାଳିର…