Tag ମାଦଳାପାଞ୍ଜି

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ରଚନାକାଳ ~      ବିଭିନ୍ନ ସମାଲୋଚକଗଣ ସେମାନଙ୍କ ସନ୍ଦର୍ଭ ମାନଙ୍କରେ ପ୍ରମାଣିତ କରି ସାରିଛନ୍ତି ଯେ, ମାଦଳାପାଞ୍ଜି ଏକ ପର୍ଯ୍ୟାୟକ୍ରମିକ ରଚନା । ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଶବ୍ଦମାନଙ୍କର ବ୍ୟବହାର (ସମୟକ୍ରମେ) ଏଥିରେ ଦେଖିବାକୁ ମିଳିଥାଏ । ତେବେ ଏହା ନିଶ୍ଚିତ ଯେ, ଏହା ଏକ ପ୍ରାଚୀନତମ ଗଦ୍ୟ…

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନକୁ କେହି ଅସ୍ବୀକାର କରି ପାରିବେ ନାହିଁ । ଶ୍ରୀମନ୍ଦିର ରୀତିନୀତି, ସେବା ପୂଜାବିଧି, ଗଜପତି ମହାରାଜାମାନଙ୍କର ରାଜ୍ୟ ଶାସନ ବିବରଣୀ, ସମକାଳୀନ ସାମାଜିକ ଓ ରାଜନୈତିକ ଚିତ୍ର, କିଛି…

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ମୂଖ୍ୟତଃ ତିନିଗୋଟି ରାଜବଂଶର କଥା କହେ । ~ ଗଙ୍ଗବଂଶ ~ ଏଥିରେ ୩୫ ଜଣ ରାଜାଙ୍କ ବିବରଣୀ ରହିଛି। ଏହି ଗଙ୍ଗବଂଶର ବିବରଣୀରେ ସେମାନଙ୍କ କୀର୍ତ୍ତି, ଜଗନ୍ନାଥ ମନ୍ଦିରର ବିବରଣୀ ଓ ରାଜ୍ୟ ଶାସନ ବୃତ୍ତାନ୍ତ ପ୍ରଭୃତି ରହିଛି। ଗଙ୍ଗବଂଶ ରାଜତ୍ଵର ସୀମା ୧୦୫୪ ଶକାବ୍ଦରୁ ୧୪୮୩ ଶକାବ୍ଦ…

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ଅନ୍ତର୍ଗତ ରାଜବଂଶ ବିବରଣୀକୁ ଅନ୍ୟାନ୍ୟ ଉପାଦାନ ଦ୍ଵାରା ପରୀକ୍ଷା କରି ଓଡ଼ିଶାର ପ୍ରାମାଣିକ ଇତିହାସ ରଚନା ସମ୍ଭବ ହୋଇଥିଲା। ମାଦଳାପାଞ୍ଜିରେ ମୂଖ୍ୟତଃ ତିନିଗୋଟି ରାଜବଂଶ ଦେଖାଯାଏ, ୧. କେଶରୀ ବଂଶ ୨. ଗଙ୍ଗବଂଶ ୩. ଭୋଇବଂଶ ମାଦଳାପାଞ୍ଜି ବର୍ଣ୍ଣିତ ଏହି ରାଜବଂଶର ବୃତ୍ତାନ୍ତଗୁଡିକୁ ସମକାଳୀନ ଐତିହାସିକ ଉପାଦାନ ସହ ପରୀକ୍ଷା…

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ଐତିହାସିକ ମୂଲ୍ୟ ~ ମାଦଳାପାଞ୍ଜି ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏକଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି।         Andrew Stirling ମହୋଦୟ ପ୍ରଥମେ 1825 ମସିହାରେ Asiatic Research Journal ରେ…

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ବହୁ ପ୍ରାଚୀନ କାଳରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଶ୍ରୀଜଗନ୍ନାଥ ମନ୍ଦିରର ବିବରଣୀ ସକାଶେ ଉପାଦାନ ରୂପେ ବ୍ୟବହୃତ। ଏହା ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏ କଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି।…

ହେରାପଞ୍ଚମୀ

ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ରଥଯାତ୍ରା ଠାରୁ ୪ଦିନ ଅର୍ଥାତ  ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ ! ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ…

 ରଥିପୁର ଗଡ଼

ଲେଖା: ଦେଵ ତ୍ରିପାଠୀ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରଥିପୁର ଗଡ଼ । ଗଙ୍ଗ ଓ ଗଜପତି ରାଜତ୍ୱର ଗୌରବମୟ ଇତିହାସ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଶାଳ ଭୂଖଣ୍ଡ ଏବେ ବି ଅନେକ ପୁରାତନ ଗଡ଼ ଓ କଟକମାନଙ୍କୁ ଧାରଣ କରି ପ୍ରାଚୀନ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଗଜପତି…