Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ରରେ ସୁବର୍ଣ୍ଣଯୁଗର ଅବଧାରକ ନିତାଇ ପାଲିତ । ସେ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଥିତଯଶା ନାୟକ, ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର । ସେ ହିଁ ନେଇ ପାରିଥିଲେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟସ୍ତରକୁ, ଗୋଟିଏ ପରେ ଗୋଟିଏ କ୍ଲାସିକ ସ୍ତରର ଚଳଚ୍ଚିତ୍ରମାନ ନିର୍ମାଣ କରି ସେ ଓଡ଼ିଶା…
~ ମଣିମାଳା ଦେବୀ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶା ମାଟିରେ ସେତେବେଳେ ରଙ୍ଗମଞ୍ଚ ପାଇଁ ଝିଅମାନଙ୍କୁ ଥାଏ ସମାଜର ବାରଣ। ଏରୁଣ୍ଡିବନ୍ଧ ଡେଇଁ ପଦାକୁ ଆସିବାରେ ପ୍ରୟୋଜନ ନଥିଲା ପ୍ରଥାରେ। ହେଲେ, ବିହଙ୍ଗ ଥରେ ପଞ୍ଜୁରୀ ମଧ୍ୟରୁ ବିମୁକ୍ତ ହୋଇଗଲେ, ନୀଡ଼ ଛାଡି ତ ଆସିପାରିବନି, ସେ ନୀଡାଶ୍ରୟୀ ମୁକ୍ତାକାଶ ମଧ୍ୟରେ ନିଜକୁ ସଞ୍ଚରି…
ଲେଖା: ଦେଵ ତ୍ରିପାଠୀ ନବମ ଶ୍ରେଣୀରେ ପାଠ ପଢୁଥିବା ବାଳକଟି ଛୁଟିରେ ଘରକୁ ଆସିଥାଏ । ହଠାତ୍ ଘରର ଛାତ ଉପରେ ଉଡି ଆସି ବସିଗଲା ପେଚାଟିଏ । ଅନେକ କହିଲେ ଏହା ଅଶୁଭ । କେହି କେହି ତାକୁ ଘଉଡାଇବା ପାଇଁ ପାଟିଗୋଳ କଲେ । ବାଳକଟି ମଧ୍ୟ ଟେକାଟିଏ ମାରିବାକୁ ଉଦ୍ୟତ ହେଲା…