Tag ମଇଲମ

ମଇଲମ

ଲେଖା: ଶିଶିର ସାହୁ ମନୋଜ ଆମର ଓ ଜଗାର ଅଭିଧାନ ତଥା ଶବ୍ଦାଦି ମଧ୍ୟରେ କେତେକ ଭିନ୍ନତା ରହିଛି । ଆମେ ପ୍ରଜା ସେ ରଜା, ରଜାଙ୍କ ପରି ସହସ୍ରାଧିକ ଵର୍ଷକାଳ ଶଵର ଓ ଓଡ଼ିଆଙ୍କ ଦ୍ଵାରା ପୂଜିତ ହୋଇଆସୁଛି ସେଇ କଳାଵଦନ ନୀଳାଚଳିଆ । ରଜାଙ୍କ ଦୈନନ୍ଦିନ ଜୀଵନ, ରୀତିନୀତି, ଚଳଣି ଇତ୍ୟାଦିସାଧାରଣ ଜନତାଙ୍କଠାରୁ…

ବାଳଭୋଗ

ଲେଖା: ଶ୍ରୀପୁରୁଷୋତ୍ତମ କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରାଧାଦାମୋଦର ବେଶ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ବା ବାଳଭୋଗ ନାମରେ ପରିଚିତ। ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା,…

ଦିବ୍ୟନୀତି

ଲେଖା: ଦେଵ ତ୍ରିପାଠୀ ~ ଦିବ୍ୟନୀତି ୧ ~ ~ ମଙ୍ଗଳ ଆରତୀ ~ ସେବକମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଦିଅଁ ଶୟନ କରିଥିବା ଖଟଶେଯ ଇତ୍ୟାଦିକୁ ‘ଖଟଶେଯ ମେକାପ’ ସେବକ ଶେଯଘରକୁ ନେଇଯା’ନ୍ତି । ଦିଅଁମାନଙ୍କର ଶଯ୍ୟାତ୍ୟାଗ ପରେ ହୁଏ ମଙ୍ଗଳ ଆଳତି । ମଙ୍ଗଳ ଆଳତିରେ ତିନୋଟି ରୂପାଥାଳିରେ କର୍ପୁର,…