Physical Address
Sai Samarpanam, Satya Vihar, Bhubaneswar
~ କବିଶେଖର ଚିନ୍ତାମଣି ମହାନ୍ତି ~ ଲେଖା: ଅମୃତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ, ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି, ମନ ମଧ୍ୟେ ପଶି ଯାଉଅଛି ଖେଳି।” (ଘୁମୁସର କାବ୍ୟ ) ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା…
ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ବିଚକ୍ଷଣ ଓଡ଼ିଆ ବୈଜ୍ଞାନିକ । ବିଜ୍ଞାନର ନିରବଚ୍ଛିନ୍ନ ଗବେଷଣା ଓ ଅଧ୍ୟାପନାରୁ ସେ ଜୀବନରେ ପାଇଥିଲେ ମହତ୍ତର ଉପଲବ୍ଧି । ମାତ୍ର ବିଜ୍ଞାନର କରାମତି ତଥା ମାନବ ଜୀବନରେ ବିଜ୍ଞାନର ଭୂମିକା ଓ ଉପାଦେୟତା ବାବଦରେ ଓଡିଆଏ ଅବଗତ ନ ଥିବା ସେ ଅନୁଭବ କରିଥିଲେ । କଳାସାହିତ୍ୟ…
ଲେଖା: ନିରଞ୍ଜନ ସାହୁ ~ ଇରମ ଗୁଳିକାଣ୍ଡ ~ ୧୯୪୨ ମସିହା, ସେପ୍ଟେମ୍ବର ମାସ ୨୮ ତାରିଖ। ଭାରତ ଛାଡ଼ ଆନ୍ଦୋଳନ ସମୟର ଏଇ ଦିନରେ ଘଟିଥିବା ନାରକୀୟ ଇରମ ଗୁଳିକାଣ୍ଡ ‘ନରମେଧ ଯଜ୍ଞ’ରେ ୨୯ ଜଣ ସହିଦ ହେବା ସହ ୫୬ ଜଣ ଆହତ ହୋଇଥିଲେ। ଏହି ଘଟଣା ଥିଲା ହୃଦୟ ବିଦାରକ। ଅଧୁନା…
ଲେଖା: ଦେଵ ତ୍ରିପାଠୀ ଐତିହାସିକ ନଗର ଯାଜପୁରର ଅନତିଦୂରର ପବିତ୍ର ବୈତରଣୀ ନଦୀ । ନଦୀ ଅପରପାର୍ଶ୍ବରେ ସେଇ ଗୋହିରାଟିକିରି ଗାଁ’ଟି ସିନା ଓଡ଼ିଶା ମାନଚିତ୍ରରେ ଏକ ସାଧାରଣ ରାଜସ୍ୱ ଗ୍ରାମ ଭାବେ ପରିଚିତ, କିନ୍ତୁ ଏ ରାଇଜର ଐତିହାସିକଗଣ ସେ ଗ୍ରାମକୁ ଦେଇଛନ୍ତି ଏକ ଅତୂଲ୍ୟ ସ୍ଥାନ, ଓଡ଼ିଶା ଇତିହାସରେ ! ଯୋଡ଼ହସ୍ତରେ ପ୍ରଣାମ…
ଲେଖା: ଦେଵ ତ୍ରିପାଠୀ ନିହାତି ପିଲାଦିନର କଥା । ଗାଁକୁ କେବେ ଯାତ୍ରା ଆସିଲେ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଯା’ନ୍ତି । ଆମେ ପିଲାମାନେ ଖରାବେଳୁ ସଞ୍ଜ ନଇଁବା ଯାଏଁ ମାତିଯାଉ ବେଲୁନ ଆଉ କଣ୍ଢେଇ କିଣିବାରେ । ସଞ୍ଜ ନଇଁଗଲେ ସପମଶିଣା, ଚଟେଇ ଖଣ୍ଡେ କାଖରେ ଜାକି ଧାଇଁ ଯାଉ ଯାତ୍ରାପଡିଆକୁ, ପରିବାର ଲୋକ…
ଲେଖା: ଦେଵ ତ୍ରିପାଠୀ ସାଲ୍ୱନନ୍ଦିନୀ ସାଳନ୍ଦୀ ବା ଓଡ଼ିଶାର ଦ୍ଵିତୀୟ ସୂର୍ଯ୍ୟମନ୍ଦିର – ବିରଞ୍ଚିନାରାୟଣ ମନ୍ଦିର ଭଦ୍ରକର ସମ୍ପୂର୍ଣ୍ଣ ପରିଚୟ ନୁହେଁ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ, ଚରମ୍ପା ବଜାରର କାଳୀପୂଜା ମେଳା, ବଂଶୀବଲ୍ଲଭଙ୍କ ମୋଗଲତାମସା ଅଥବା ଆଖଣ୍ଡଳମଣି ବା ବଙ୍କବାସୁଳୀଙ୍କ ନାମ ଉଲ୍ଲେଖ କରିଦେଲେ ପୂର୍ଣ୍ଣାଙ୍ଗ ହୁଏନା ଭଦ୍ରକର ବଳୟ ଓ ବ୍ୟାପ୍ତି…
ଲେଖା: ଦେଵ ତ୍ରିପାଠୀ ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସେ ବର୍ଷାଦିନିଆ ଉଷୁମ ମୁଢ଼ି ହେଉ କି ଜେଜେ ମା’ର ବେସରଦିଆ ଆମ୍ବୁଲପକା ଚୁନାମାଛ, ତା’ର ଯେଉଁ ବାସ୍ନା ଆଉ ସୁଆଦ…
ଲେଖା: ଦେଵ ତ୍ରିପାଠୀ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ କାହିଁ କେଉଁ ଅନାଦି କାଳରୁ ପ୍ରଚଳିତ ପବିତ୍ର ଚଇତିଘୋଡ଼ା ମେଳଣ ଉତ୍ସବ ପାଳିତ ହୋଇଆସୁଛି । ମା’ ଭଦ୍ରକାଳୀଙ୍କୁ ମା’ ବାସୁଳୀ ରୂପେ କୈବର୍ତ୍ତ ସମ୍ପ୍ରଦାୟ ମାନି ପାଳନ କରିଆସୁଥିବା ଏହି ପୂଜା ଅନୁଷ୍ଠିତ ହୁଏ ଏକ ନିଆରା ଢଙ୍ଗରେ । କିମ୍ବଦନ୍ତୀ…