Tag ବିରଞ୍ଚିନାରାୟଣ ମନ୍ଦିର

ବିରଞ୍ଚିନାରାୟଣ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ବିରଞ୍ଚିନାରାୟଣ ମନ୍ଦିର ! ହିରଣ୍ୟଗର୍ଭା ଆମର ଏଇ ମାଟି ଓଡ଼ିଶା ମାଟି କଳିଙ୍ଗୋତ୍କଳ l ଅନନ୍ୟ ଏହାର ସଂସ୍କୃତି, ସାହିତ୍ୟ ଅତୁଳନୀୟ ଏହାର କଳା ଭାସ୍କର୍ଯ୍ୟ ଓ ଐତିହାସିକ କୀର୍ତ୍ତିରାଜି l ଆମ ରାଇଜର କୋଣାନୁକୋଣରେ ଅସଂଖ୍ୟ ମନ୍ଦିରରେ କଳାତ୍ମକ କାରୁକାର୍ଯ୍ୟର ଶ୍ରେଷ୍ଠତ୍ୱ ଦେଖିବାକୁ ମିଳେ l କେଉଁଠି ନିହାଣ ମୁନରେ…

ଉତ୍କଳୀୟ ଭିତ୍ତିଚିତ୍ର

ଲେଖା: ଦେଵ ତ୍ରିପାଠୀ ରାଜନୀତିକ କିମ୍ବା ପ୍ରାକୃତିକ ଓଡ଼ିଶାରୁ ନିଜକୁ ମୁକ୍ତ ରଖି ଉତ୍କଳୀୟ ଭିତ୍ତିଚିତ୍ର ପରମ୍ପରା କଥାଟିକୁ ଚର୍ଚ୍ଚା କଲେ, ମନେହୁଏ ଏହା ମହାଭାରତୀୟ ସ୍ରୋତ ବହନ କରୁଥିବା ନଦୀଟିଏ । ଏହାର ଏକଧାରା ଦକ୍ଷିଣ ଭାରତର କାଞ୍ଜିବରମ୍, ତାଞ୍ଜାଭୁର, ତିରୁମଲ୍ଲାଇ, ତ୍ରିପୁନ୍ତାକମ୍, ଵାରାଙ୍ଗଲ୍, ଆନେଗୁଣ୍ଡି, ତିରୁଭଲ୍ଲୁର୍, ବିଜୟନଗର, ତ୍ରିଚିଲାପଲ୍ଲୀ ଇତ୍ୟାଦି ମନ୍ଦିରର ଭିତ୍ତିଚିତ୍ର…

ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର

ଲେଖା: ଦେଵ ତ୍ରିପାଠୀ ରେଶମନଗରୀ ବ୍ରହ୍ମପୁର ଠାରୁ ପ୍ରାୟ ୭୫କି.ମି. ଦୂରରେ ଅବସ୍ଥିତ ମନୋମୁଗ୍ଧକର ପ୍ରାକୃତିକ ପରିବେଶ, ନୈସର୍ଗିକ ଶୋଭା ଏବଂ ପ୍ରାଚୀନ ଐତିହାସିକ କୀର୍ତ୍ତିରାଜି ବିମଣ୍ଡିତ କ୍ଷୁଦ୍ର ସହର ବୁଗୁଡ଼ା । ସମଗ୍ର ଦେଶରେ ଯେଉଁ ମନ୍ଦିର ପାଇଁ ଏହା ସୁଖ୍ୟାତି ଅର୍ଜନ କରିଛି ତାହା ହେଉଛି ବିରାଟ ରଥସଦୃଶ ସମ୍ପୂର୍ଣ୍ଣ କାଷ୍ଠନିର୍ମିତ ବୁଗୁଡ଼ା…

ଆମ ଓଡ଼ିଆ ମିଠା ପାଳୁଅଲଡୁ

ଲେଖା: ଦେଵ ତ୍ରିପାଠୀ ସାଲ୍ୱନନ୍ଦିନୀ ସାଳନ୍ଦୀ ବା ଓଡ଼ିଶାର ଦ୍ଵିତୀୟ ସୂର୍ଯ୍ୟମନ୍ଦିର – ବିରଞ୍ଚିନାରାୟଣ ମନ୍ଦିର ଭଦ୍ରକର ସମ୍ପୂର୍ଣ୍ଣ ପରିଚୟ ନୁହେଁ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ, ଚରମ୍ପା ବଜାରର କାଳୀପୂଜା ମେଳା, ବଂଶୀବଲ୍ଲଭଙ୍କ ମୋଗଲତାମସା ଅଥବା ଆଖଣ୍ଡଳମଣି ବା ବଙ୍କବାସୁଳୀଙ୍କ ନାମ ଉଲ୍ଲେଖ କରିଦେଲେ ପୂର୍ଣ୍ଣାଙ୍ଗ ହୁଏନା ଭଦ୍ରକର ବଳୟ ଓ ବ୍ୟାପ୍ତି…