Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ ଆଗକୁ ଯାଇପାରେନା ! କିନ୍ତୁ ଆମ ବୁଦ୍ଧିଜୀବିମାନେ? ସେମାନେ ଭୁଲି ଯାଆନ୍ତି ଯେ, ସୁଦୀର୍ଘ ବେଳାଭୂମି, ସ୍ଥିତପ୍ରଜ୍ଞ ଅର୍କକ୍ଷେତ୍ର, ଶ୍ରୀମୟ ଶ୍ରୀକ୍ଷେତ୍ର ବାହାରେ ରହିଛି ସ୍ନିଗ୍ଧ ଭିତରକନିକା,…

କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .

ଲେଖା: ଦେଵ ତ୍ରିପାଠୀ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ଲୋକମୁଖରେ ବକ୍ସି ଜଗବନ୍ଧୁ ଓ ପାଇକ ବକ୍ସି ନାମରେ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…

ଲେଖା: ଦେଵ ତ୍ରିପାଠୀ ୧୮୮୭ ସାଲ ମେ ୨୫ ତାରିଖ । କଲିକତା ବନ୍ଦର । ସାର୍ ଜନ୍ ଲରେନ୍ସ (Sir John Lawrence) ନାମକ ଏକ ସୌଖିନ ଜାହାଜ ୧୪୦୦ ଜଣ ଯାତ୍ରୀ ୮୦ ଟନ୍ ପଣ୍ୟଦ୍ରବ୍ୟ ସହିତ ଯାତ୍ରା ଆରମ୍ଭ କଲା ବାଲେଶ୍ବର ଜିଲ୍ଲାର ଚାନ୍ଦବାଲି ବନ୍ଦର ଅଭିମୁଖେ ! ଜାହାଜରେ ଥିଲେ…

ଲେଖା: ଦେଵ ତ୍ରିପାଠୀ ଐତିହାସିକ ଷ୍ଟର୍ଲିଂଙ୍କ ମତରେ ସେତେବେଳେ ଭାରତବର୍ଷରେ ସର୍ବଶ୍ରେଷ୍ଠ ଲୁଣ ଆମ ଓଡ଼ିଶାରେ ହିଁ ମିଳୁଥିଲା, ଏବଂ ସର୍ବସାଧାରଣଙ୍କ ଦ୍ଵାରା ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା କାରଣରୁ ଓଡିଆଙ୍କ ଜୀବନ, ଜୀବିକା ଓ ଅର୍ଥନୀତିରେ ଏହାର ପ୍ରଭାବ ଥିଲା ଅତୁଳନୀୟ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଲବଣ ଆଇନ ଫଳରେ ଲୋକେ…