Tag ବାଜି ରାଉତ

ବାଜି

ଲେଖା: ଗୋକୁଳାନନ୍ଦ ସାହୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ନିଳକଣ୍ଠପୁର । ବ୍ରାହ୍ମଣୀ ନଦୀକୂଳରେ ଥିବା ଛୋଟ ଗାଁଟିଏ । ସେହି ଗାଁରେ ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିଲେ ଭାରତର ସର୍ବକନିଷ୍ଠ କିଶୋର ବିପ୍ଳବୀ “ବାଜି ରାଉତ“। ଈଂରେଜ ଅମଳର କଥା । ବାଜିଙ୍କ ଜନ୍ମ ପରେ ତାଙ୍କ ବାପା ଅସୁସ୍ଥ ଅବସ୍ଥାରେ ଆରପାରିକୁ…

ବାଳୁତ ବୀର ସେ

ସୌରଭିତ ସୃଷ୍ଟି: କବି ଅନନ୍ତ ପଟ୍ଟନାୟକ ପ୍ରଖ୍ୟାତ ସାମ୍ୟବାଦୀ କବି, ଗାଳ୍ପିକ ତଥା ଶିଶୁସାହିତ୍ୟିକ ଅନନ୍ତ ପଟ୍ଟନାୟକଙ୍କ ଏକ ଚର୍ଚ୍ଚିତ କବିତା ବାଳୁତ ବୀର ସେ । ଅକ୍ଟୋବର ପାଞ୍ଚ ତାରିଖ । ମନେ ପଡିଯାଏ ସ୍ମୃତି ଆଢୁଆଳେ ଏକ ଅନିନ୍ଦ୍ୟ ତରୁଣର ଦୁଃସାହସର ଗାଥା । ଜାତୀୟତାର ପ୍ରବାଳ ସ୍ରୋତରେ ବିପ୍ଳବର ଆତ୍ମପ୍ରବଣ ମନ୍ତ୍ର…

ବାଜି ରାଉତ

ଲେଖା: ଦେଵ ତ୍ରିପାଠୀ ୧୯୩୮ ମସିହା ଅକ୍ଟୋବର ଦଶ ତାରିଖ I ଇଷ୍ଟର୍ଣ୍ଣ ଷ୍ଟେଟ୍ ଏଜେନ୍ସିର ଫୌଜମାନେ ଭୁବନ ଗାଁରେ ଆତଙ୍କ ସୃଷ୍ଟି କରି ଢେଙ୍କାନାଳ ଫେରନ୍ତା ବାଟରେ ବ୍ରାହ୍ମଣୀ ନଦୀକୂଳ ନୀଳକଣ୍ଠପୁର ଗାଁ ଘାଟରେ ଗଡ଼ଜାତ ଆନ୍ଦୋଳନର ସଂଗ୍ରାମୀମାନଙ୍କର ସମ୍ମୁଖୀନ ହେଲେ I ବିପ୍ଳବୀମାନେ ସିପାହୀମାନଙ୍କୁ ନଈପାରି କରିଦେବା ପାଇଁ ଅଡ଼ି ବସିଲେ, ଫଳତଃ…