Physical Address
Sai Samarpanam, Satya Vihar, Bhubaneswar

ଲେଖା: ରବୀନ୍ଦ୍ର କୁମାର ରଣା କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ରଗଡ଼ି ଗ୍ରାମର ମହିମାମଣି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ। ଇତିହାସର ତଥ୍ୟ ଅନୁସାରେ ବାଙ୍କୀରେ ଧଳବଂଶୀୟ ରାଜାମାନେ ଓ ଶ୍ରୀଚନ୍ଦନ ବଂଶୀୟ ରାଜାମାନେ ଶାସନ କରୁଥିଲେ। ବଲଭଦ୍ର ଧଳଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ଶ୍ରୀଚନ୍ଦନଙ୍କ ପର୍ଯ୍ୟନ୍ତ ବାଙ୍କୀର…

ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇ ମହାର୍ଘ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି ପ୍ରାଚୀନ ଉକ୍ରଳୀୟ ପର୍ବର୍ବାଣିସବୁ . .

~ ଗୋବିନ୍ଦ ରଥ ~ ଲେଖା: ଅମୃତେଶ ଖଟୁଆ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏବଂ ଜଣେ ବିପ୍ଳବୀ ସାରସ୍ୱତ ସାଧକ ଭାବେ ବାଙ୍କୀ ବରପୁତ୍ର ପଣ୍ଡିତ ଗୋବିନ୍ଦ ରଥ ପ୍ରଥିତଯଶା ! ଇଂରେଜ ଶାସନ ବିରୋଧରେ ବିଭିନ୍ନ ଲେଖା ଲେଖି ସେ ଜନମାନସରେ ବିଦ୍ରୋହର ନିଆଁ ଜଳାଇ ଦେଉଥିଲେ। ତାଙ୍କ କଟକସ୍ଥିତ ନିମଚଉଡିଠାରେ ଥିବା “ଗୋବିନ୍ଦ…

ଲେଖା: ଦେଵ ତ୍ରିପାଠୀ “ରାଜାକୂଳ ବଡ଼ ସୁଖ ଲୋ ଜନନୀ, ଯୋଗୀକୂଳ ବଡ଼ ଦୁଃଖ ! ନ ଜାଣନ୍ତି ଯୋଗୀ ଖରା କି ବରଷା ମାଗି ବୁଲୁଥା’ନ୍ତି ଭିକ !” ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ…