Tag ବସନ୍ତ

ବସନ୍ତ

ରଚନା: ଅମୃତେଶ ଖଟୁଆ ~ ବସନ୍ତ ~ ବସନ୍ତ ଉପରେ ଏକ ଛାନ୍ଦ, ରଚନା କରିଛନ୍ତି ଯୁବକବି ଅମୃତେଶ ଖଟୁଆ । ପାଠକଙ୍କ ଉଦ୍ଦେଶ୍ୟରେ କବିତାର ଟୀକା ନିମ୍ନରେ ପ୍ରଦାନ କରାଯାଇଛି । ଝଳି ବିତାନେ ଅଇଲା ଛୁରିଅନା ଅନା ନୟନ କିଶଳୟେ କେତକୀକଢି କି ଯମଦାଢ ଭାଙ୍ଗି ଭଙ୍ଗୀ ତୋଳୁଛି ଏକଲୟେ ପାଟଳୀ, ବସନ୍ତ…

ମହାଲକ୍ଷ୍ମୀ ପୂଜା

ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି 'କାହାର ପୁଷମାସ, କାହାର ସର୍ବନାଶ'। ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ଲକ୍ଷ୍ମୀ ଉପାସନାର ବେଳା . .