Tag ପୁରୀ

ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର

ଲେଖା: ଦେଵ ତ୍ରିପାଠୀ ୧୯୩୬ ମସିହା, ଏପ୍ରିଲ ୨୮, ମଙ୍ଗଳବାର, ଲକ୍ଷ୍ମୀ ଟକିଜ୍, ପୁରୀ । ସେଦିନ ଥିଲା ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ପବିତ୍ର ଜନ୍ମତିଥି । ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନର ସୁଖଦ ଅନୁଭଵ ଆଣିଦେଇଛି ଓଡିଆଙ୍କୁ । ସେଭଳି ଖୁସିକୁ ଦ୍ଵିଗୁଣିତ କରିବା ପାଇଁ ଏଇ ଦିନରେ ଓଡ଼ିଆଙ୍କୁ ମିଳିଛି ଏକ ସ୍ବତନ୍ତ୍ର ଉପହାର,…