Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିବାଶିଷ ମହାପାତ୍ର ପାରଳାର ମହାରାଜା ଡ଼ଃ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ନିଜ ବାଲ୍ୟବସ୍ଥାରେ ଥିଲେ ଜଣେ ଚପଳମତି ବାଳକ । ଗଞ୍ଜାମ ଜିଲ୍ଲାର ପ୍ରଥମ ବି.ଏ ଉପାଧିଧାରୀ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଥିଲେ ରାଜାଙ୍କ ଜଣେ ଗୃହ ଶିକ୍ଷକ, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ନଗରପାଳ ତଥା ପୁଣ୍ୟପୀଠ ପାରଳା ରାଜ୍ୟର ଜଣେ ଶୁଭେଚ୍ଛୁ ।…
ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ସାପସାପୁଆଣୀ ନାଟ, ମୁକ୍ତାକାଶ ପ୍ରଦର୍ଶନୀରେ । ଏହା ପୁଣ୍ୟପୀଠ ପାରଳାରେ ରାଜାରାଜୁଡା ଅମଳରୁ ଚାଲି ଆସୁଥିଲା । ଏହାକୁ କୌଣସି ପର୍ବ, ତଥା ଶୋଭାଯାତ୍ରାରେ କତଲକଇଠା ବାଦ୍ୟ ତାଳେ ତାଳେ ପରିବେଷଣ କରାଯାଏ। ଆଜି ଏହା ଲୁପ୍ତପ୍ରାୟ ହେବାକୁ ବସିଲାଣି। ଦକ୍ଷିଣ ଓଡିଶାର ଏହି ପରମ୍ପରାଟି ପ୍ରଚାର ପ୍ରସାର…
ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ପୁରୁଣାପଟଣାରୁ ରାଜଧାନୀ ପୁଣ୍ୟପୀଠ ପାରଳାକୁ ସ୍ଥାନାନ୍ତର ପରେ ରାଜା ଗଜପତି ଅନନ୍ତପଦ୍ମନାଭ ଦେବଙ୍କ କାଳରେ ଅନେକ ମନ୍ଦିର ଓ ମଠ ନିର୍ମାଣ ହେଲା, ତନ୍ମଧ୍ୟରୁ ଲିହୁରୀ, ଭାଲେରୀ ଓ ପାରଳାର ଗୋପୀନାଥ ମନ୍ଦିର ଅନ୍ୟତମ। ଏକଦା ରାଜାଙ୍କୁ ସ୍ୱପ୍ନାଦେଶ ହୁଏ, ନିକଟବର୍ତ୍ତୀ ପଶ୍ଚିମ ବାତ୍ତିଲି…
ଲେଖା: ସୁବ୍ରତ କୁମାର ନାୟକ ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ ପରିଚୟର ମୂଳ ଯଦି ଖୋଜାଯାଏ, ତା’ର ମାତୃଭାଷାରେ ହିଁ ତା’ର ପରିଚୟ ମିଳିଯାଇଥାଏ। ମାତୃଭୂମି ପରି ମାତୃଭାଷା ପାଇଁ ମଧ୍ୟ ଏ ବିଶ୍ୱ ଅନେକ ଲଢ଼େଇ ମଧ୍ୟ…