Physical Address
Sai Samarpanam, Satya Vihar, Bhubaneswar

ଲେଖା: ସଞ୍ଜୀବ ନନ୍ଦ ପଞ୍ଚଧାର, ପ୍ରକୃତିର ଲୀଳାୟିତ ବୈଚିତ୍ରମୟୀ ଅନନ୍ତ ସୃଷ୍ଟି ମଧ୍ୟରେ ପର୍ବତମାଳା ଅନ୍ୟତମ ଆକର୍ଷଣ । ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍କଳ ଜନନୀର ମଧ୍ୟଭାଗରେ ଶୋଭା ପାଉଥିବା ଗିରିବର ପଞ୍ଚଧାର ପର୍ବତ, ଆଠମଲ୍ଲିକ ନିକଟସ୍ଥ ଚିରସ୍ରୋତା ପୁଣ୍ୟତୋୟା ମହାନଦୀର ଟିକରପଡା ସାତକୋଶିଆଠାରେ ମା’ ବିନିକେୟି ପୀଠଠାରେ ନଦୀ ଉପରେ ମୁଁଣ୍ଡଟେକି ଆବହମାନ କାଳରୁ ଦଣ୍ଡାୟମାନ…