Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: କୁଳମଣି ଷଡ଼ଙ୍ଗୀ ମହାନଦୀକୁ ‘ଉତ୍କଳଗଙ୍ଗା’ ନାମରେ ନାମିତ କରିବାର ଯଥାର୍ଥତା ଅଛି। ଅମର କଣ୍ଟକରୁ ବାହାରି, ବହୁ ଦୀର୍ଘପଥ ଅତିକ୍ରମକରି ସିନ୍ଧୁରେ ବିଲୀନ ହେବା ଆଗରୁ ଉତ୍କଳ ଭୂଇଁ ଛୁଇଁ ଏହା ତିନୋଟି କାରଣରୁ ପବିତ୍ର ହୋଇଯାଇଛି । ପ୍ରଥମତଃ ସୁବର୍ଣ୍ଣପୁର ଠାରେ “ସୁବର୍ଣ୍ଣାକ୍ଷ ମହାଦେବ”ଙ୍କର ପଦଧୌତକରି ପବିତ୍ର ହେବାପରେ, ମହାନଦୀ କଣ୍ଟିଲୋ ଠାରେ…
ଲେଖା: କୁଳମଣି ଷଡ଼ଙ୍ଗୀ ନୟାଗଡ଼ଠାରୁ ୩୦ କିଲୋମିଟର ଦୂରରେ, ମହାନଦୀ କୂଳରେ ବ୍ରହ୍ମାଦ୍ରି-ନାଥ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ ଅବସ୍ଥିତ। ଉତ୍ତରରେ ଉତ୍କଳ-ଗଙ୍ଗା ମହାନଦୀ,ଦକ୍ଷିଣ ପଶ୍ଚିମରେ କୁମାରୀକା (କୁଆଁରୀଆ ନଦୀ) ଏବଂ ପୂର୍ବରେ କୁସୁମୀ ନଦୀ ଦ୍ୱାରା ବେଷ୍ଟିତ ଦ୍ୱୀପ ସଦୃଶ ଏକ ଭୂଖଣ୍ଡ ଭିତରେ ‘କାଳିଆ ପଲ୍ଲୀ‘ ନାମରେ ଶବର ଅଧ୍ୟୁଷିତ ଗାଁ’ଟିଏ ଅଛି। ଏହା…
ଲେଖା: ମିହିର ପଟ୍ଟନାୟକ ଶାସ୍ତ୍ରୀୟମତେ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ନାମ ହେଉଛି ପୁରୁଷୋତ୍ତମ, ହେଲେ ସାଧାରଣ ଭାବେ ଯଦି ମହାପ୍ରଭୁଙ୍କ ପ୍ରଥମ ନାମ ସମ୍ପର୍କରେ କାହାକୁ ପଚରାଯାଏ ତେବେ ସେ ନିଶ୍ଚିତ କହିବ ନୀଳମାଧବ, ନ ହେଲେ ମାଧବ । ଏହି ନାଁଟି ହିଁ ଶାବରୀୟ ସଭ୍ୟତା ଓ ଆର୍ଯ୍ୟ ସନାତନୀ ସଭ୍ୟତାର ସମନ୍ୱୟ ସେତୁ।…
ଲେଖା: ଦେଵ ତ୍ରିପାଠୀ ସବୁଜ ଅରଣ୍ୟାନି ପରିବେଷ୍ଟିତ, ଚିର ପ୍ରବାହମାନ ମହାନଦୀର ତଟଦେଶରେ ଅବସ୍ଥିତ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଏକ ପ୍ରାଚୀନ ପର୍ଯ୍ୟଟନପୀଠ ଭାବେ ଯେପରି ବହୁଜନ ଜ୍ଞାତ, କଂସାବାସନ ତିଆରି ଓ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ତଥା ଓଡ଼ିଶା ବାହାରେ ଅନୁରୂପ ଭାବେ ପରିଚିତ, ପ୍ରସିଦ୍ଧ । ଦିନ ଥିଲା ଶ୍ରୀମନ୍ଦିରର ନୀଳଚକ୍ର ଠାରୁ…