Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ~ ନାରିକେଳ ~ ଇଏ କୋଉ ଅସିଆ କାଳର ମସିଆ କଥା ! ଥିଲେ ଜଣେ ଗ୍ରାମୀଣ ଚାରଣ କବି । ସେଇ କବିଙ୍କ ଖ୍ୟାତି ଆଉ ଲାଳିତ୍ୟମୟ ସଙ୍ଗୀତର ଧ୍ୱନି ପ୍ରତିଧ୍ୱନିତ ହେଉଥିଲା ମହୀମଣ୍ଡଳରେ। ରାଜ୍ୟର ଦୁର୍ଦ୍ଦାନ୍ତ ରାଜା ସେ ସଙ୍ଗୀତର ପ୍ରଭାବରୁ ମୁକୁଳାଇ ପାରି ନ ଥିଲେ…