Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶ୍ରୀକାନ୍ତ ସିଂହ ~ ଦେଓଝର ଜଳପ୍ରପାତ ~ ଅପରୂପା ପ୍ରକୃତି ଆଉ ଅପରୂପ ତା’ର ବର୍ଷା କାଳୀନ ସୌନ୍ଦର୍ଯ୍ୟ l ଭାଦ୍ରବାକାଶର ଭସା ବଉଦ, ପାହାଡ଼ ବକ୍ଷର ଚୀର ହରିତ୍ ବୃକ୍ଷଲତା, ଜଙ୍ଗଲ ଭୂମିର ସବୁଜିମା ଆଉ ମାଟିର ମହକ ଯେ କୌଣସି ମଣିଷ ମନରେ ଶିହରଣ ସୃଷ୍ଟି କରିବା ସ୍ୱାଭାବିକ l ଭୋଦୁଅଁ…
ଲେଖା: ଦେଵ ତ୍ରିପାଠୀ ଓଡିଶାରେ ବୋଦ୍ଧଧର୍ମର ବିଲୟ, ତାନ୍ତ୍ରିକଧର୍ମର ଅଭ୍ୟୁଦୟ ଓ ଭକ୍ତିଧର୍ମର ଆତ୍ମପ୍ରକାଶ ପରେ ‘ଆଧ୍ୟାତ୍ମିକ ମନୋରଞ୍ଜନ’ର ମାଧ୍ୟମ ଭାବରେ ପରିପ୍ରକାଶ ପାଇଥିଲା ସୁଲଳିତ ପଦାବଳୀ ସମ୍ବଳିତ ସାଙ୍ଗୀତିକତାରେ ଉଛ୍ୱସିତ “ଲୀଳା” ଯୁଗର ମହାର୍ଘ ପରମ୍ପରା । ଲୋକନାଟକର ସଶକ୍ତ ଶାଖା ରୂପେ ଏହି ଲୀଳାଯୁଗର ପ୍ରବର୍ତ୍ତକ ଥିଲେ ଭକ୍ତିଯୁଗର ଉଦ୍ଗାତା ଅତିବଡ଼ି ଜଗନ୍ନାଥ…
ଲେଖା: ଦେଵ ତ୍ରିପାଠୀ ନିହାତି ପିଲାଦିନର କଥା । ଗାଁକୁ କେବେ ଯାତ୍ରା ଆସିଲେ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଯା’ନ୍ତି । ଆମେ ପିଲାମାନେ ଖରାବେଳୁ ସଞ୍ଜ ନଇଁବା ଯାଏଁ ମାତିଯାଉ ବେଲୁନ ଆଉ କଣ୍ଢେଇ କିଣିବାରେ । ସଞ୍ଜ ନଇଁଗଲେ ସପମଶିଣା, ଚଟେଇ ଖଣ୍ଡେ କାଖରେ ଜାକି ଧାଇଁ ଯାଉ ଯାତ୍ରାପଡିଆକୁ, ପରିବାର ଲୋକ…
ଲେଖା: ଦେଵ ତ୍ରିପାଠୀ ଇଏ ବୋଧହୁଏ ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶ୍ରୀରାମ, ମା’ ସୀତା ଏବଂ ମହାବୀର ଲକ୍ଷ୍ମଣଙ୍କ ଦ୍ଵାରା ତିନୋଟି ଶିବଲିଙ୍ଗ ସ୍ଥାପନା ହେବାର ଜନଶ୍ରୁତି ରହିଛି । କଟକରୁ ନରସିଂହପୁର ଯିବା ରାସ୍ତାରେ ବୈଦେଶ୍ୱର ନିକଟରେ ରହିଛି ଏହି ରାମନାଥ, ବୈଦ୍ୟନାଥ ଓ ସିଂହନାଥ ଶିବମନ୍ଦିର । ପ୍ରଭୁ ରାମଚନ୍ଦ୍ରଙ୍କ…