Tag ଦୀନକୃଷ୍ଣ ଦାସ

ଭୀମନଗରୀ

ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀ କୂଳରେ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ ପ୍ରାଚୀନ ଭୀମନଗରୀ (Bhimanagari) ବା ଏବେକାର ନାଧରା। ଢେଙ୍କାନାଳ ବଜାରରୁ ୨୦ କିମି ଏବଂ ଗୁଡ଼ିଆକାଟେଣି ବଜାରରୁ ମାତ୍ର ୫ କିମି ଦୂରରେ ଏହି ପ୍ରାଚୀନ ଅଞ୍ଚଳଟି ଅବସ୍ଥିତ। ଇତିହାସର ତଥ୍ଯ ଅନୁସାରେ ଦିନେ ଏହି ଭୀମନଗରୀ…

ଜନମାନସର କବି ଆଶୁକବି ବିଦଗ୍ଧକବି ଗଣକବି ବୈଷ୍ଣବ ପାଣି 

ଲେଖା: ଦେଵ ତ୍ରିପାଠୀ “ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ, ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ” ଏପରି ସୁଲଳିତ ଓ ବୋଧଗମ୍ୟ ପଦାବଳୀକୁ ନାଟକୀୟ ଅଭିନୟ ମାଧ୍ୟମରେ ସମାଜରେ ନିଶାନିବାରଣ ତଥା ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ…

ନିମାଇଁ ଚରଣ

ଲେଖା: ଅମ୍ରିତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି  ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ ଦୁଃଖ କେବେ ହେଁ ନୁହଁ…

ଦୀନକୃଷ୍ଣ ଦାସ

ଲେଖା: ନିରଞ୍ଜନ ସାହୁ ରୀତିଯୁଗର ଅନ୍ୟତମ ପ୍ରତିଭା ସନ୍ଥକବି ଦୀନକୃଷ୍ଣ ଦାସ ! “କୃପାସିନ୍ଧୁ ବଦନ କରି ଅବଲୋକନ, କେଉଁ କରମହୀନ ଜନ, କାକୁସ୍ତଭର ହୋଇ କର ଯୋଡ଼ି ଜଣାଇଁ ଗରୁଡ଼ ସ୍ତମ୍ଭ ସନ୍ନିଧାନ ହେ ମହାପ୍ରଭୁ ! କୃପା ସରିତ ପତି ହୋଇ କର୍ମହୀନ ଜନର ତହିଁ, କରୁଣା କଲ ନାହିଁ କିମ୍ପା ହେ…