Tag ଗାରିମାମୟ ଗଞ୍ଜାମ

ପ୍ରହ୍ଲାଦନାଟକ

ଗାଁରେ ତିନୋଟି ମନ୍ଦିର, ଗୋଟିଏ ପଟେ ମହାଦେବ, ଅନ୍ୟପଟେ ମହାବିଷ୍ଣୁ । ମନ୍ଦିର ଦୁଇଟିକୁ ଦେଖିଲେ ଗାଁଟିର ପ୍ରାଚୀନ ବାସ୍ତୁକଳାକୁ କାଳର ଅବକ୍ଷୟ ସ୍ପର୍ଶ କରି ନ ଥିବା ପରି ମନେହୁଏ । ହାତଗଣତି କେତୋଟି ପରିବାରକୁ ନେଇ ଗଢ଼ିଉଠିଥିବା ଲୋକସଂସ୍କୃତିର ମନ୍ଦିର "ପ୍ରହ୍ଲାଦନାଟକ ପୁଞ୍ଜା", ଏହା ହିଁ ସେ ଗାଁର ତୃତୀୟ ମନ୍ଦିର . .

ଗଞ୍ଜାମ

ଉପସ୍ଥାପନା: ଦେଵ ତ୍ରିପାଠୀ ଗଞ୍ଜାମ କହିଲେ ସାଧାରଣ ଭାବରେ ଆଖି ଆଗରେ ନାଚି ଉଠେ ପୂତିଗନ୍ଧମୟ ଗାଁଗଣ୍ଡା, ଅପରିଛନିଆ ସହରୀ ବସ୍ତି, ଦେଶୀମଦର କାରବାର, ପୁଣି ମନକୁ ଆସିଯାଏ ଅପରାଧର ତାଲିକା କିମ୍ବା ନଷ୍ଟ ପରିମଳର ଦୁଃଖଦ କଳାତାଲିକା । ଗଞ୍ଜାମ କହିଲେ ଅନ୍ୟ ଅଞ୍ଚଳର ଓଡ଼ିଆଙ୍କ କୁଞ୍ଚିତନାସିକା ଓ ମୁଖମଣ୍ଡଳରୁ ସ୍ପଷ୍ଟ ପଢିହୁଏ ‘ଭିନ୍ନ…

ବାଘନୃତ୍ୟ

ଲେଖା: ଦେଵ ତ୍ରିପାଠୀ ମୟୁର କେଶ ତୋଳି ମୟୁରୀକୁ ପ୍ରଲୁବ୍ଧ କରେ, ସିଂହର କେଶର ତାକୁ ଦିଏ ପୁରୁଷାକାର, ଶୁଆର ହରିତପକ୍ଷ ଠାରୁ ପ୍ରଜାପତିର ବିଚିତ୍ର ରଙ୍ଗୀନ ଡ଼େଣା ଯାଏଁ ବର୍ଣ୍ଣବିଭା ଜଙ୍ଗଲରୁ ଜୀବନ ଆରମ୍ଭିଥିବା ମନୁଷ୍ୟକୁ ଯେପରି ମୁଗ୍ଧ ଓ ଆକର୍ଷିତ କରିଆସିଛି, କୋଇଲିର କୂଜନଠାରୁ ବାଘର ହେଣ୍ଟାଳ ତାକୁ କେବେ ବିଭୋର ତ…

ଦାସକାଠୀ

ତଥ୍ୟ ସଂଗ୍ରହ ଓ ଉପସ୍ଥାପନା: ଶିଶିର ସାହୁ ଓ ସନ୍ତୋଷ ପଟ୍ଟନାୟକ  ଆବାହମାନ କାଳରୁ ସାମାଜିକ ଜୀବନରେ ଲୋକନୃତ୍ଯ, ଲୋକସଙ୍ଗୀତ ଓ ଲୋକବାଦ୍ୟ ଇତ୍ୟାଦିର ସର୍ବଦା ବିଶେଷ ଭୂମିକା ନେଇଆସିଛି  । ଏ ଦିଗରେ ଗଞ୍ଜାମ ବହୁ ଆଗରେ ରହିଆସିଛି  ।  ଗଞ୍ଜାମ  ଜିଲ୍ଲାର ମୌଳିକ ନୃତ୍ୟାନୁଷ୍ଠାନ ରୂପେ ଦାସକାଠୀ ସୁପରିଚିତ । ଜିଲ୍ଲାର ଅନ୍ୟ …

ପିତଳମାଛ

ଲେଖା: ଦେଵ ତ୍ରିପାଠୀ ଭାରତବର୍ଷରେ ଉତ୍କଳ ଏହାର ପ୍ରାଚୀନ ଶିଳ୍ପକଳା ଓ ଶିଳ୍ପଚାତୁର୍ଯ୍ୟ ପାଇଁ ପ୍ରସିଦ୍ଧ । ଉତ୍କଳୀୟ କଳା ସଂସ୍କୃତିକୁ ବେଲଗୁଣ୍ଠାର ପିତଳମାଛ ଓ କାଠମାଛର ଦାନ ଅତୁଳନୀୟ। ଏହାର ସୂକ୍ଷ୍ମକଳା, କାରୁକାର୍ଯ୍ୟ ଉତ୍କଳର ନାମକୁ ସାର୍ଥକ କରିଛି । ସ୍କୁଲ ପାଠ୍ୟପୁସ୍ତକ, ସାମାଜିକ ବିଜ୍ଞାନ, ସାଧାରଣଜ୍ଞାନରେ ଲିଖିତ କଟକର ତାରକସି, ଭୁବନର କଂସାବାସନ,…

ଓଡ଼ିଶାର ରାମଲୀଳା

ଲେଖା: ଦେଵ ତ୍ରିପାଠୀ ଓଡିଶାରେ ବୋଦ୍ଧଧର୍ମର ବିଲୟ, ତାନ୍ତ୍ରିକଧର୍ମର ଅଭ୍ୟୁଦୟ ଓ ଭକ୍ତିଧର୍ମର ଆତ୍ମପ୍ରକାଶ ପରେ ‘ଆଧ୍ୟାତ୍ମିକ ମନୋରଞ୍ଜନ’ର ମାଧ୍ୟମ ଭାବରେ ପରିପ୍ରକାଶ ପାଇଥିଲା ସୁଲଳିତ ପଦାବଳୀ ସମ୍ବଳିତ ସାଙ୍ଗୀତିକତାରେ ଉଛ୍ୱସିତ “ଲୀଳା” ଯୁଗର ମହାର୍ଘ ପରମ୍ପରା । ଲୋକନାଟକର ସଶକ୍ତ ଶାଖା ରୂପେ ଏହି ଲୀଳାଯୁଗର ପ୍ରବର୍ତ୍ତକ ଥିଲେ ଭକ୍ତିଯୁଗର ଉଦ୍ଗାତା ଅତିବଡ଼ି ଜଗନ୍ନାଥ…

ତାରାତାରିଣୀ ପୀଠ

ଲେଖା: ଦେଵ ତ୍ରିପାଠୀ ପ୍ରାକୃତିକ ଶୋଭାସମ୍ପଦରେ ପରିପୂର୍ଣ୍ଣ, ସାଂସ୍କୃତିକ ବିଭବରେ ବିମଣ୍ଡିତ ତଥା କଳାସଙ୍ଗୀତ, ସାହିତ୍ୟ, କାରୁକାର୍ଯ୍ୟ ଓ ଧାର୍ମିକ ଚେତନାରେ ଋଦ୍ଧିମନ୍ତ ଆମରି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ଗ୍ରାମେ ଗ୍ରାମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଥିଲେ ମଧ୍ୟ ଶୈବ ଓ ଶାକ୍ତମାନେ ଗାଁ ଠାକୁରାଣୀ କିମ୍ବା ଗ୍ରାମଦେବତୀଙ୍କୁ ଆରାଧନା କରିବା ଦେଖାଯାଇଥାଏ ।…

ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର

ଲେଖା: ଦେଵ ତ୍ରିପାଠୀ ରେଶମନଗରୀ ବ୍ରହ୍ମପୁର ଠାରୁ ପ୍ରାୟ ୭୫କି.ମି. ଦୂରରେ ଅବସ୍ଥିତ ମନୋମୁଗ୍ଧକର ପ୍ରାକୃତିକ ପରିବେଶ, ନୈସର୍ଗିକ ଶୋଭା ଏବଂ ପ୍ରାଚୀନ ଐତିହାସିକ କୀର୍ତ୍ତିରାଜି ବିମଣ୍ଡିତ କ୍ଷୁଦ୍ର ସହର ବୁଗୁଡ଼ା । ସମଗ୍ର ଦେଶରେ ଯେଉଁ ମନ୍ଦିର ପାଇଁ ଏହା ସୁଖ୍ୟାତି ଅର୍ଜନ କରିଛି ତାହା ହେଉଛି ବିରାଟ ରଥସଦୃଶ ସମ୍ପୂର୍ଣ୍ଣ କାଷ୍ଠନିର୍ମିତ ବୁଗୁଡ଼ା…

ଧନୁମୁଆଁ

ଲେଖା: ଦେଵ ତ୍ରିପାଠୀ ପୌଷର ଆକାଶ ଥାଏ ମେଘଶୂନ୍ୟ । ହସଖୁସିରେ ପୁଲକିତ ଚଷାଭାଇର ଧାନ ଅମଳ ଚାଲିଥାଏ । ମେରୀପୂଜା ସମ୍ପାଦିତ ହୁଏ । ଏହି ମହାର୍ଘ ବେଳାରେ ଆସେ ଧନୁସଙ୍କ୍ରାନ୍ତି, ଆଉ ଏହି ପର୍ବର ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ମେଲିଯାଏ ଧନୁମୁଆଁର ପସରା । ଅନ୍ୟ ସବୁ ମିଷ୍ଟାନ୍ନ ବିକ୍ରି ଫିକା ପଡିଯାଏ…