Physical Address
Sai Samarpanam, Satya Vihar, Bhubaneswar
~ ଗଜପତି କପିଳେନ୍ଦ୍ର ଦେବ ~ ଲେଖା: ଅମୃତେଶ ଖଟୁଆ ବହୁକାଳ ବିଗତ ଇତିହାସର ସୁବର୍ଣ୍ଣ ପ୍ରହର ଦଣ୍ଡାୟମାନ । ସେପଟେ ଦାକ୍ଷିଣାତ୍ୟରେ ତୁମୁଳ କନ୍ଦଳର ସୂତ୍ରପାତରେ ବିଷଣ୍ଣ ଓଡ଼ିଆ ରାଜ୍ୟର ସୀମା । ସମସ୍ତ ଉନ୍ନତି ଲାଗି ପ୍ରଥମେ ପ୍ରାଚୀନ ସୀମା ରକ୍ଷିତ ହେବା ନିତାନ୍ତ ଆବଶ୍ୟକ ତାଙ୍କ ନିମନ୍ତେ । ଏଥିରେ ସମଗ୍ର…
ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ କପିଳେଶ୍ଵର ମହାଦେବ ~ ଏକାମ୍ରକ୍ଷେତ୍ର ଭୁବନେଶ୍ୱର, କେବଳ ରାଜ୍ୟ ରାଜଧାନୀ ନୁହେଁ; ମନ୍ଦିରମାଳିନୀ ଭୁବନେଶ୍ୱର ଶୈବ ସଂସ୍କୃତି ଓ ଶୈବ ଉପାସନାର ଏକ ମହାନ ତୀର୍ଥଭୂମି l ଗୋଟେ ସମୟରେ ପ୍ରାୟ ସାତ ଶହରୁ ଅଧିକ ଛୋଟ ବଡ଼ ମନ୍ଦିର ଏହି ଏକାମ୍ରକ୍ଷେତ୍ରରେ ଥିଲା l ଯହିଁରେ ଶିବ…
ଲେଖା: ରବୀନ୍ଦ୍ର କୁମାର ରଣା ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା…
ଲେଖା: ଋଷିରାଜ ପଟ୍ଟନାୟକ ବାମଣ୍ଡା ରାଜ୍ୟ ଥିଲା ଓଡ଼ିଶାର ଏକ ଆଦର୍ଶ ଗଡ଼ଜାତ ରାଜ୍ୟ । ଶୁଣାଯାଏ, ଉତ୍କଳର ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ସୁଭକ୍ତ ଏଠାରେ ରାଜୁତି କରୁଥିଲେ । ଫଳରେ ବାମଣ୍ଡାର ରାଜବଂଶ ନିଜକୁ ଗଙ୍ଗବଂଶୀ ବୋଲି କହିଥାଆନ୍ତି । କିନ୍ତୁ ପ୍ରଶ୍ନ ସୃଷ୍ଟି ହୁଏ ଗଜପତି କପିଳେନ୍ଦ୍ର ଦେବ ଯଦି ସୂର୍ଯ୍ୟବଂଶୀ…
ଲେଖା: ହରି କୀଙ୍କର ଜଗୁ “ନରେନ୍ଦ୍ର ସରକୁ କରିଣ ମନ ଚାପ ଖେଳନ୍ତି ମଦନମୋହନ” ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରୁ ନରେନ୍ଦ୍ର ପୁଷ୍କରିଣୀ ସୃଷ୍ଟି ହୋଇନଥିଲା । ଜନଶୃତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନଯାତ୍ରା ଉତ୍ସବରେ ଜରକବର ଗ୍ରାମ ନିକଟସ୍ଥ ବିଶାଳ ପୁଷ୍କରିଣୀରେ ସମ୍ପନ୍ନ ହେଉଥିଲା। ସେହି ପୁଷ୍କରିଣୀ ଉତ୍ତର ପଶ୍ଚିମ ସୀମାରେ ଚନ୍ଦନପୁର…