Tag ଖୁଦୁରୁକୁଣୀ

ଖୁଲଣା ସୁନ୍ଦରୀ

ଲେଖା: ଦେଵ ତ୍ରିପାଠୀ ଇଏ ହଜିଲା ଦିନର କଥା । ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ ପାଣିର ପ୍ରାଚୁର୍ଯ୍ୟ, ଫସଲର ଶ୍ୟାମଳ ସଙ୍ଗୀତ, ପିଢ଼ାରେ କଖାରୁଲଟା, ବାଡ଼ିରେ ଜହ୍ନିଫୁଲ, ଗୋବରଖାତ ପାଖରେ ରଙ୍ଗଣି ଓ ହରଗଉରା, ବର୍ଷାପୁଷ୍ଟ ଅଗଣିତ ଲତାକୁଞ୍ଜରେ ଫୁଲର ସମ୍ଭାର ।…

ଜାନୁଘଣ୍ଟ

ଉପସ୍ଥାପନା: ଦେଵ ତ୍ରିପାଠୀ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ  ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କରହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।” ମାଣବସା, ସୁଦଶାବ୍ରତ, ବାଟଓଷା ଭଳି ବ୍ରତ…

ଢିଙ୍କି

ଲେଖା: ଦେବ ତ୍ରିପାଠୀ ଗାଁ ମାଟିର ତୁଟାଇ ଶିରୀ ସହର ଚାହେଁ ଉଙ୍କି, ବଗଡା ଭାତ ରୁଚୁନି ଆଉ ଅଲୋଡ଼ା ଆଜି ଢିଙ୍କି II ଦିନକୁଦିନ ଯନ୍ତ୍ରସଭ୍ୟତା ଭିତରେ ପେଷି ହୋଇ ଯାଉଥିବା ମଣିଷ ହରାଇବସୁଛି ନିଜର କର୍ମଦକ୍ଷତା । ଏହି ସମାଜ ଆଧୁନିକତା ଛଳରେ ସହରୀସଭ୍ୟତା ସହ ନିଜକୁ ତଉଲି ଚାଲିବାର ଉଦ୍ୟମ କରିଛି…

ଖୁଦୁରୁକୁଣୀ

ଲେଖା: ଦେଵ ତ୍ରିପାଠୀ ପ୍ରଥମ ଜମ୍ବୁଦ୍ଵୀପେ ସାର,  ବେଢିଛି ଲବଣ ସାଗର । ତହିଁରେ ରାଜା ତାଳଧ୍ୱଜ, ବହୁତ ଆୟତନ ରାଜ୍ୟ । ବହୁତ ସାଧବ ଅଛନ୍ତି, ବୋଇତ ବାଣିଜ୍ୟ କରନ୍ତି । ତହିଁରେ ଏକ ସାଧବର,  ତନୟବନ୍ତ ନାମ ତା’ର । ଝିଅର ନାମ ତଅପୋଇ, ସବୁହୁଁ ଦୁଲଣା ଅଟଇ । ୰ ଗୋପୀନାଥ…