Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ ଭାରତ ଉପମହାଦେଶ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଖପରଖାଇ ବୋଲି ଗୋଟିଏ ଜଳଚର ପକ୍ଷୀ ଦେଖାଯାଏ । ଏହି ଖପରଖାଇ ପକ୍ଷୀର ଵୈଜ୍ଞାନିକ ନାମ―Anhinga melanogaster ଏଵଂ ସାଧାରଣ ଇଂରାଜୀ ନାମ oriental darter, indian darter ଓ snakebirds କୁହାଯାଏ । ଖପରଖାଇକୁ ପେଙ୍ଗୁଇନ, ବତକ ଓ ହଂସ…