Tag କ୍ଯାମେରା

କ୍ଯାମେରା

ଲେଖା: ଶିଶିର ସାହୁ ମନୋଜ କେତେକ ପାଶ୍ଚାତ୍ୟ ଐତିହାସିକମାନଙ୍କ ମତରେ Johann Zahn ସର୍ଵପ୍ରଥମେ ୧୬୮୫ରେ କ୍ଯାମେରା ଯନ୍ତ୍ରର ଡିଜାଇନ୍ ପ୍ରସ୍ତୁତ କରିଥିଲେ କିନ୍ତୁ ପ୍ରଥମ ଚିତ୍ରୋତ୍ତଳନ Joseph Nicephore Niepceଙ୍କ ଦ୍ଵାରା ୧୮୧୪ ମସିହାରେ ହୋଇଥିଲା (ଏଇ ଵର୍ଷ ଭାରତରେ ପ୍ରଥମକରି ରେଳ ଚଳିଥିଲା ଆଉ ଏପଟେ ଓଡ଼ିଶାରେ ବଙ୍ଗାଳି ଜମିଦାରମାନେ ସୂର୍ଯ୍ୟାସ୍ତ ଆଇନ୍…