Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଋଷିରାଜ ପଟ୍ଟନାୟକ ଇତିହାସର ସ୍ମୃତିରେ ହୁକିଟୋଲା ଦ୍ୱୀପ ଓ ଓଡ଼ିଶାର ପ୍ରଥମ ବତୀଘର । କେନ୍ଦ୍ରାପଡ଼ାରୁ ୫୫କି.ମି. ଗଲାପରେ ମହାକାଳପଡ଼ା ପଡ଼ିଥାଏ l ଏଠାରୁ ଅନତି ଦୂରରେ ରାମନଗର ଓ ଖରନାସି ଅବସ୍ଥିତ । ବାଟରେ ଯିବାବେଳେ ପଡ଼ିଥାଏ ଏହି ଅଞ୍ଚଳର ଆରାଧ୍ୟ ଦେବୀଙ୍କ ପୀଠ ଯିଏ ବଙ୍ଗୋପସାଗର କୂଳରେ ମା’ ରାମଚଣ୍ଡୀଙ୍କ ରୂପେ…
ଲେଖା: ଦେଵ ତ୍ରିପାଠୀ ଜଗତର ନାଥଙ୍କ ଉଦ୍ଦେଶ୍ୟରେ ତାଙ୍କର ଶେଷ ଗୀତ ଥିଲା: ” . . .ବାହୁଡ଼ାରେ ମୋତେ ବାହୁଡ଼ାଇ ନିଅ ହେ ମହାପ୍ରଭୂ”, ଏବଂ ସେଇ ମରମଛୁଆଁ ପଦ ହୋଇଥିଲା କାଳଜୟୀ I ଭକ୍ତପ୍ରବରଙ୍କ ଇଛା ବି ପୂରଣ କରିଥିଲେ ମହାପ୍ରଭୂ I ୧୯୮୩ ମସିହାରେ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଦିବସରେ ଅଗଣିତ ଭକ୍ତିରସପ୍ରେମୀ…
ଲେଖା: ଦେଵ ତ୍ରିପାଠୀ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରସାବଳୀ, ପୁରୀ ଶ୍ରୀଜଗନ୍ନାଥଙ୍କ ଅବଢ଼ା ପରି ବାଣପୁରର ମା’ ଭଗବତୀଙ୍କ ପ୍ରସାଦରୂପେ ଖ୍ୟାତ ବାଣପୁରର ମୁଆଁ ବିଶେଷ ଆଦୃତ । ଯଜମାନେ ମନସ୍କାମନା ପୂରଣ ନିମନ୍ତେ ପ୍ରଥମେ ଏଇ ମୁଆଁକୁ ଯାଚଜ୍ଞା କରିଥାନ୍ତି, ମନସ୍କାମନା ପୂରଣ ହେବା ପରେ ଏହାକୁ ଭକ୍ତିଭରେ ଭୋଗ କରିଥାନ୍ତି । ମା’ ଭଗବତୀଙ୍କ…
ଲେଖା: ଦେଵ ତ୍ରିପାଠୀ ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସେ ବର୍ଷାଦିନିଆ ଉଷୁମ ମୁଢ଼ି ହେଉ କି ଜେଜେ ମା’ର ବେସରଦିଆ ଆମ୍ବୁଲପକା ଚୁନାମାଛ, ତା’ର ଯେଉଁ ବାସ୍ନା ଆଉ ସୁଆଦ…