Tag କୁମ୍ଭାରଚକ

କୁମ୍ଭାରଚକ

ସୌରଭିତ ସୃଷ୍ଟି: କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ~ ତିଗିରିଆ ଗଡ଼ (କୁମ୍ଭାରଚକ) ~ ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ ।…

କାଳୀଚରଣ ପଟ୍ଟନାୟକ

ଲେଖା: ଦେଵ ତ୍ରିପାଠୀ ସେ ଥିଲେ ଆଧୁନିକ ଓଡ଼ିଆ ମଞ୍ଚ ନାଟକର ପ୍ରାଣପ୍ରତିଷ୍ଠାତା, ସେ ଥିଲେ ଓଡ଼ିଆ ନାଟ୍ୟଶାସ୍ତ୍ରର “ଭରତମୁନି”, ସେ ହିଁ ଆରମ୍ଭ କରିଥିଲେ ଓଡ଼ିଆ ସାହିତ୍ୟରେ ଏକାଙ୍କିକାର ଯୁଗ, ସେ ପୁଣି ପ୍ରକାରାନ୍ତରେ ଆଣିଦେଇଥିଲେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମର୍ଯ୍ୟାଦା I ସେ ଥିଲେ ଏକାଧାରରେ ନାଟ୍ୟକାର, କବି, ପ୍ରାବନ୍ଧିକ, ଗୀତିକାର, ସୁରକାର,…

ଟେରାକୋଟା 

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆ ସଂସ୍କୃତିରେ ମାଟି କେଡ଼େ ପବିତ୍ର ! ଶୁଭକାମରେ ମାଟିର କଳସୀ ବସେ, ମାଟିର ପ୍ରଦୀପ ଜଳେ, ମଲାବେଳେ ମୁହଁରେ ଦିଆଯାଏ ମୁଠାଏ ମାଟି, ଦେବୀଙ୍କ ମୂର୍ତ୍ତି ତିଆରି ପାଇଁ ମହାନଦୀ କୂଳରୁ ମାଟି ଉଠାଇ ଅନୁକୂଳ ହୁଏ, ମାଟି ଆମର ଅଗ୍ରପୂଜ୍ୟ।  ଏଇ ମାଟିକୁ ନେଇ ଅପୂର୍ବ ରସମାଧୁର୍ଯ୍ୟର…