Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅକ୍ଷୟ ଓଝା ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା…
ଲେଖା: ଦେଵ ତ୍ରିପାଠୀ ଆଶ୍ଵିନ ଶୁକ୍ଳପକ୍ଷର ଜ୍ୟୋତ୍ସ୍ନା ମାୟାରେ ବର୍ଷା ଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନ ମଧ୍ୟ ହୋଇ ଉଠେ ମତୁଆଲା, ଆଉ କୁଆଁରୀ ଝିଅଙ୍କ ମନ ହୋଇ ଯାଏ ଉଚ୍ଚାଟ, ସ୍ନାୟୁର ସୌଧ ଯେମିତି ଭାଙ୍ଗି ଭାଙ୍ଗି ଯାଏ, ମନ ଚାହେଁ ଜ୍ୟୋସ୍ନା ପ୍ଲାବିତ, ପୁଲକିତ ରଜନୀ ଉଜାଗର ରହି ବିତାଇବାକୁ…
ଲେଖା: ଦେଵ ତ୍ରିପାଠୀ “ବାଙ୍କୀଗଡେ ମା’ ଚର୍ଚ୍ଚିକା ସିନ୍ଦୂର ମଣ୍ଡିତା, ଅଷ୍ଟଚଣ୍ଡୀ ମଧ୍ୟେ ନାମ ଉତ୍କଳ ବନ୍ଦିତା, ଭକ୍ତଙ୍କ ହିତ ସାଧନେ ବାଙ୍କୀଗଡ଼େ ଉଭା ଯୁଗେ ଯୁଗେ ମା’ ଚର୍ଚ୍ଚିକା ବିରାଜନ୍ତି ଶୋଭା, ଭକ୍ତଙ୍କୁ କୋଳକୁ ଟାଣି, କପାଳରେ ହାତ ଦେଇ ବରଷନ୍ତି କୃପାଜଳ ଅବିରତ II” ମାତୃଶକ୍ତି ଯୁଗେ ଯୁଗେ ବନ୍ଦନୀୟା । ସେ…