Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଦେଵ ତ୍ରିପାଠୀ କାଶୀନାଥ ପୂଜାପଣ୍ଡା । ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଏକ ଶ୍ରଦ୍ଧାଶୀଳ ସ୍ମରଣୀୟ ନାମ । ବାଳୁତ ବୟସରୁ କାଶୀନାଥ ଥିଲେ ସଙ୍ଗୀତମନସ୍କ । ମାମୁଁ ବଳଭଦ୍ର ହଜୁରୀ, ପୁରୀରେ ପ୍ରତିଷ୍ଠା କରିଥିବା ହଜୁରୀ ଥିଏଟରର ଆଖଡାଶାଳରେ କାଶୀନାଥଙ୍କ ଶୈଶବ ବିତିଥିଲା । ମାମୁଁ ପୁଅ ଭାଇ ରଘୁନାଥଙ୍କ ପ୍ରରୋଚନାରେ କାଶୀନାଥ ନବମ…
ଲେଖା: ଅମ୍ରିତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ ଦୁଃଖ କେବେ ହେଁ ନୁହଁ…
ଲେଖା: ଦେଵ ତ୍ରିପାଠୀ ସିଂହାରୀ ଶ୍ୟାମସୁନ୍ଦର କର । ସୁନାମଧନ୍ୟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ମର୍ଦ୍ଦଳ ବାଦକ ଏବଂ ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିପାରିଛନ୍ତି ସେ । ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ହିଁ ଶ୍ୟାମସୁନ୍ଦର ।…