Tag କାଞ୍ଜି

କାଞ୍ଜି

ଲେଖା: ଅମ୍ବିକା ପଟ୍ଟନାୟକ “ତହୁଁ କାଞ୍ଜି ଗଲା ଖରେ, ଯାଇ ପଶିଲା ସେ ଗଉଡ଼ ଘରେ ଏଣେ ଗଉଡ଼ୁଣୀ ତେଣେ ଗଉଡ଼ କାଞ୍ଜିକି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼ l ତହୁଁ କାଞ୍ଜି ଗଲା ଖରେ ଯାଇ ପଶିଲା ସେ କରଣ ଘରେ କରଣ ଘରେ ଦେଖି କଲମ କା.. ଞ୍ଜି.. ର…

କାଞ୍ଜି

ଲେଖା: ଶିଶିର ସାହୁ ମନୋଜ କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟଦ୍ରବ୍ୟ । ଏହା ପଖାଳ ଵା ଅନ୍ନର ଵାସିତୋରାଣିରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ । ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜିର…

ମହାଲକ୍ଷ୍ମୀ ପୂଜା

ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି 'କାହାର ପୁଷମାସ, କାହାର ସର୍ବନାଶ'। ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ଲକ୍ଷ୍ମୀ ଉପାସନାର ବେଳା . .