Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶାନ୍ତନୁ ପାଲ ବ୍ରିଟିଶ ସାମ୍ରାଜ୍ୟ କେବେ ଆରମ୍ଭ ହେଲା, ସଠିକ ଭାବରେ କହିବା କଠିନ, କିନ୍ତୁ ପତନ ନିଶ୍ଚିତ ଭାବରେ ଦ୍ବିତୀୟ ବିଶ୍ୱଯୁଧ୍ୟ ପରେ ପରେ ଆରମ୍ବ ହୋଇଯାଇଥିଲା ଓ ପାଖା ପାଖି 1960 ବେଳକୁ ସମସ୍ତ କଲୋନୀ ସ୍ୱାଧୀନତା ହାସିଲ କରିଯାଇଥିଲେ ଓ ଏବେତ କର୍ପୂର ଉଡିଯାଇଥିବା କନା ପରି କିଛି ଶୁଖିଲା…
ଲେଖା: ଡାକ୍ତର କୁମାର ଅରୋଜ୍ୟୋତି ପ୍ରାଚୀନ କାଳରେ କଳିଙ୍ଗ ଏକ ସମୃଦ୍ଧ ଦେଶ ଭାବରେ ନିଜ ପାଇଁ ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା, ତାହା କଳାରେ ଉତ୍କର୍ଷତା ପାଇଁ ହେଉ କି ନୌବାଣିଜ୍ୟ ପାଇଁ ହେଉ, ଧର୍ମର ପ୍ରଚାର ପ୍ରସାର ପାଇଁ ହେଉ କି ଯୁଦ୍ଧ କ୍ଷେତ୍ରରେ ବୀରତ୍ବ ପାଇଁ ହେଉ,…
ଡାକ୍ତର କିଶୋର ବିଶ୍ୱଜିତ ଜେନା ଲୋକେ କହନ୍ତି ଯେ ମୀନ, ପାନ, ଧାନ ଓ ଜ୍ଞାନର ରାଇଜ, ଅତି ଭୋଗେ ଭୋଗରାଇ ! କିନ୍ତୁ କିମ୍ବଦନ୍ତୀ କହେ ଜଳେଶ୍ବରର ମୋଗଲ ସୁବେଦାର ଥରେ ଭୋଗରାଇ ଗସ୍ତରେ ଆସିଥିଲେ, ମା’ ବିଜୟ ବାସୁଳୀ ଦେବୀଙ୍କ ନିକଟରେ ଅକଳନ୍ତି ଭୋଗରାଶି ଦେଖି ଚମତ୍କୃତ ହୋଇଥିଲେ ଏବଂ ସ୍ଥାନର ନାମ…
ଲେଖା: ଦେଵ ତ୍ରିପାଠୀ ଖ୍ରୀଷ୍ଟପୂ୍ର୍ବ ୨୬୧ର କଳିଙ୍ଗ ବିଜୟର ପ୍ରବଳ ରକ୍ତପାତ ଓ ସଂଖ୍ୟାଧିକ ମୃତାହତଙ୍କ ବିକଳ ଦୃଶ୍ୟ ଚଣ୍ଡାଶୋକକୁ ରୂପାନ୍ତରିତ କଲା ଧର୍ମାଶୋକରେ I ଏହି ପରିବର୍ତ୍ତନର ସ୍ମାରକୀରୂପେ ଖୋଦିତ ହେଲା ଶିଳାଲେଖ ଖ୍ରୀଷ୍ଟପୂର୍ବ ୨୫୭ରେ, ଧଉଳି ଓ ଜଉଗଡ଼ ଠାରେ I ଧଉଳି ଆଜି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣର ଅନୁପମ…
ଲେଖା: ଦେଵ ତ୍ରିପାଠୀ ଆଜକୁ ୨୦୦ ବର୍ଷ ତଳର କଥା । ଇତିହାସର ଗର୍ଭଗହ୍ଵରରେ ପୋତି ହୋଇଯାଇଥିବା ଏକ ସମୟର କଥା ! କଥା କିନ୍ତୁ କିମ୍ବଦନ୍ତୀ ନୁହେଁ ! ଏକ ସତ୍ୟତା ଉପରେ ପ୍ରତିଷ୍ଠିତ ଗୋଟିଏ ସମୟର କଥା ! ଏ କଥା ନା କେବେ ସ୍ପର୍ଶ କରିଛି ଗବେଷକର ଅନ୍ୱେଷଣକୁ ନା କେବେ…
ଲେଖା: ନିରଞ୍ଜନ ସାହୁ ଇତିହାସର ଗର୍ଭଗହ୍ଵରରେ ପୋତି ହୋଇଯାଇଥିବା ଏକ ସମୟର କାହାଣୀ। କାହାଣୀ କିନ୍ତୁ କିମ୍ବଦନ୍ତୀ ନୁହେଁ ! ଏକ ସତ୍ୟତା ଉପରେ ପ୍ରତିଷ୍ଠିତ ଗୋଟିଏ ସମୟର କଥା ! ଐତିହାସିକ ମାନଙ୍କର ବ୍ୟବଚ୍ଛେଦ ଜନିତ ନିଃସୃତ ନୂତନ ତଥ୍ୟ ! କେତେ ବାସ୍ତବ କଥା ସତେ ! ଗୋଟିଏ ପରେ ଗୋଟିଏ ବ୍ୟବଚ୍ଛେଦ,…