Tag କରକଣ୍ଡୁ

କରକଣ୍ଡୁ

ଲେଖା: ଶିଶିର ସାହୁ ମନୋଜ ଚମ୍ପା ନଗରର  ରାଜା  ଦଧିଵାହନ ଏବଂ ରାଣୀ  ଇନ୍ଦ୍ରାଵତୀ  ପଶ୍ଚିମ ଓଡ଼ିଶାର ଵନପ୍ରାନ୍ତରରେ ଵିହାର କରିବାକୁ ଆସି ପହଞ୍ଚିଲେ । ସେହି ଘଞ୍ଚ ଜଙ୍ଗଲରେ ବୁଲୁଥିଵା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା ! ଵାଘକୁ ଦେଖି ରାଣୀ ଭୟଭୀତ ହେଲେ ଏଵଂ…