Tag କଟକ

ବ୍ରହ୍ମାବଣ

ଲେଖା: ଶ୍ରୀକାନ୍ତ ସିଂହ ~ ବ୍ରହ୍ମାବଣ ~ ବ୍ରହ୍ମାଙ୍କ ଉପାସନା ସ୍ଥଳୀ “ବ୍ରହ୍ମାବଣ” l କୁହାଯାଏ ପବିତ୍ର ଚିତ୍ରୋତ୍ପଳା ନଦୀ କୂଳରେ ଏକଦା ବ୍ରହ୍ମା ଏଠାରେ ତପସ୍ୟା କରୁଥିଲେ l ଏଣୁ ସ୍ଥାନଟିର ନାଁ ବ୍ରହ୍ମାବଣ l ପଞ୍ଚସଖାମାନେ ମଧ୍ୟ ଏଠାରେ କିଛି କାଳ ଅବସ୍ଥାନ କରିଥିବା କଥା ସ୍ଥାନୀୟ ଲୋକେ କୁହନ୍ତି l ଏଠାରୁ…

ଭଟ୍ଟସାହି ମଠ

ଲେଖା: ଦେଵ ତ୍ରିପାଠୀ ~ ଭଟ୍ଟସାହି ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ ବୋଲି…

ଗୋପାଳଜୀଉ ମଠ

ଲେଖା: ବନ୍ଧନ ଦଳେଇ ~ ଗୋପାଳଜୀଉ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ ବୋଲି ଐତିହାସିକ…

ଗଙ୍ଗେଶ୍ୱର ମନ୍ଦିର

ଲେଖା: ରାଜେଶ ବେଉରା କଟକ ! ଏକ ରହସ୍ୟର ପୃଷ୍ଠା ! ରହସ୍ୟର ସେଇ ପୃଷ୍ଠାସବୁ ଭିତରୁ ଇତିହାସର ଅନୁସନ୍ଧାନ ଅଧିକ ତୃଷ୍ଣାତୁର କରି ଆସିଛି ପ୍ରତ୍ୟେକ ଜିଜ୍ଞାସୁକୁ ! କିଏ ଗଢ଼ିଥିଲେ ଏଇ ମାଟିର ସ୍ମରଣୀୟ ଗାଥା ? କିଏ ଗଢ଼ିଥିଲେ #ବାରବାଟୀ ? କିଏ କାହିଁକି ଚୂର୍ଣ୍ଣ କଲା #ବୀରମାଟି ବାରବାଟୀକୁ ?…

ଦେଓଝର

ଲେଖା: ଶ୍ରୀକାନ୍ତ ସିଂହ ~ ଦେଓଝର ଜଳପ୍ରପାତ ~ ଅପରୂପା ପ୍ରକୃତି ଆଉ ଅପରୂପ ତା’ର ବର୍ଷା କାଳୀନ ସୌନ୍ଦର୍ଯ୍ୟ l ଭାଦ୍ରବାକାଶର ଭସା ବଉଦ, ପାହାଡ଼ ବକ୍ଷର ଚୀର ହରିତ୍ ବୃକ୍ଷଲତା, ଜଙ୍ଗଲ ଭୂମିର ସବୁଜିମା ଆଉ ମାଟିର ମହକ ଯେ କୌଣସି ମଣିଷ ମନରେ ଶିହରଣ ସୃଷ୍ଟି କରିବା ସ୍ୱାଭାବିକ l ଭୋଦୁଅଁ…

ଶ୍ରୀଗୋବିନ୍ଦ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋବିନ୍ଦ ମନ୍ଦିର ~ ଐତିହ୍ୟମୟୀ ନଗରୀ କଟକ, ଅଭିନଵ ବାରଣାସୀ କଟକ l ହଜାର ବର୍ଷରୁ କାହିଁ କେତେ ପୁରୁଣା ସହର ଓଡ଼ିଶାର ପ୍ରାଣକେନ୍ଦ୍ର କଟକ l ଛାତି ତଳେ ଅନେକ ଇତିହାସ, ଅନେକ କଥା ଆଉ ବୀରତ୍ୱର ଗାଥା, କେତେ ଯେ ଜୟପରାଜୟ, ଉତ୍ଥାନପତନ, ଶୌର୍ଯ୍ୟବୀର୍ଯ୍ୟ, ଆବେଗଅନୁରାଗ, ଆଘାତ…

ବିନା ଖୋକାର କଟକ

ଲେଖା: ମାମାପ୍ରବା ଉଗିଷୁ କଟିକିଆଙ୍କୁ ଚିହ୍ନିବ କିପରି ? ଦହିବରା ଆଳୁଦମ୍ କହେ: ଚିହ୍ନିବାର ସରଳ ଉପାୟ ହେଲା: ସ୍ପେନ୍ ଷଣ୍ଢକୁ ନାଲି କପଡା ଦେଖଉଥିବା ଲୋକଗୁଡାକ ହିଁ କଟିକିଆ ! ସେ ନେତାଜୀ ହୁଅନ୍ତୁ ବା ଖୋକା ଭାଇ, ନିଜ ନିଜ କ୍ଷେତ୍ରରେ ସେମାନେ ନିଜ ନିଜର ଛାପ ଛାଡି ଯାଇଛନ୍ତି ! ଯାହା…

ପଣ୍ଡିତ କୃପାସିନ୍ଧୁ ମିଶ୍ର

ଲେଖା: ଦେଵ ତ୍ରିପାଠୀ “ଉତ୍କଳର ପୂର୍ବ-ସ୍ମୃତି-ପୂତ, ବାରବାଟୀ ଆଜ ସାଜେ ସଜ୍ଜୀଭୂତ। ଐତିହାସିକ ଏ ଦୁର୍ଗ ବାରବାଟୀ, ବୀର ରକ୍ତପିଣ୍ଡେ ଗଢା ଯାର ମାଟି। ବାରବାଟୀ ଯହିଁ ମନ-ସ୍ମୃତି-ପୋତେ, ବାହିଯାଏ ପ୍ରତିଲୋମେ କାଳସ୍ରୋତେ। କାଳେ କାଳେ କେତେ ଦେଖି ଯେ ଆସିଲା, ନଶ୍ଵର ନରର ଗରିମାର ଲୀଳା !” (କବିବର ରାଧାନାଥ ରାୟ କୃତ ‘ଦରବାର’)…

ଚାନ୍ଦିନୀଚୌକ

ଲେଖା: ଦେଵ ତ୍ରିପାଠୀ ଆମ କଟକ ସହରର ବାଲିଗୋଡ଼ି, ମାଟିରେ ଯେପରି ମିଶି ରହିଛି ଇତିହାସର ମହକ, ଆମ ଜନମାନସରେ ସେମିତି ଉଜ୍ଜୀବିତ ରହିଛି ଅସୁମାରୀ ଲୋକକଥା । ସେମିତି କିଛି କଥା ଆମ ଦର୍ପଣୀ ରାଜାଙ୍କୁ ନେଇ ! ଚାନ୍ଦିନୀଚୌକର ପ୍ରାଣବନ୍ତ ଇତିହାସକୁ ନେଇ ! ସଉକିଆ ହେଲେ ମଧ୍ୟ ଦର୍ପଣୀ ରାଜା ଥିଲେ…

ପ୍ରହେଳିକା

ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ନଗରକୁ ନେଇ ଆମ ଓଡ଼ିଆ ଚଳଣିରେ ପ୍ରଚଳିତ କିଛି ନାଁଦିଆ ଵା ପ୍ରହେଳିକା । ପ୍ରହେଳିକା ଗୁଡ଼ିକର ଉତ୍ତର ବନ୍ଧନୀ ମଧ୍ୟରେ ଦର୍ଶାଯାଇଛି । ୧. କଟକରୁ ଅଇଲା ଟୋକାଟାଏ ତା ମୁଣ୍ଡରେ ଟୋପାଟାଏ ।। (ତାଳ) ୨. କଟକରୁ ଅଇଲା ବାବୁ ତା ମୁଣ୍ଡରେ ଗୋଟାଏ ଆବୁ…