Tag ଏକାମ୍ର

ଚନ୍ଦନ ଯାତ୍ରା

ଲେଖା: ଅରବିନ୍ଦ ମହାନ୍ତି ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ସହିତେ ଏକାମ୍ରକ୍ଷେତ୍ର, କନକପୁରର ଦେବୀ ଶାରଳାଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଏ । ଏହା ହେଉଛି ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଶ୍ରୀକ୍ଷେତ୍ରେ ଚନ୍ଦନ ଯାତ୍ରା ଏହା ଅକ୍ଷୟ…

ଗଙ୍ଗୁଆ 

ଲେଖା: ଦେଵ ତ୍ରିପାଠୀ ରାଜଧାନୀ ଭୁବନେଶ୍ଵରର ସୁଦୂର ଉତ୍ତର ପଶ୍ଚିମ ଚନ୍ଦକା ଅଞ୍ଚଳରେ ପ୍ରବାହିତ ଛୋଟ ଛୋଟ ଝରଣା ମିଶି ‘ବଡଯୋର’ ନାଳ ନାମରେ ପରିଚିତ । ଏଇ ବଡଯୋର ଚନ୍ଦକାର ଯାମକା, ଡେରାଶ ଓ କଣ୍ଟାବାଡ ଅଞ୍ଚଳରେ ଉତ୍ପତ୍ତି ହୋଇ କୁଜିମହଲ, ଶିଖରଚଣ୍ଡୀ ଦେଇ ରଘୁନାଥପୁର ନିକଟରେ ‘ତଳଯୋର’ ସହିତ ମିଶିଛି । ପୁନଶ୍ଚ…

ଦେବୀ ସାବିତ୍ରୀ ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ଲିଙ୍ଗରାଜଙ୍କ ଦେଉଳବେଢାର ଦକ୍ଷିଣ ପଶ୍ଚିମ କୋଣରେ ଦେବୀ ସାବିତ୍ରୀ ଦେଉଳ ଅବସ୍ଥିତ। ଏହା ଏକ ଖାକରା ଶୈଳୀର ମନ୍ଦିର ଅଟେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଦେବୀ ଗୋପାଳୁଣୀଙ୍କ ମନ୍ଦିର ସହ ପ୍ରାୟତଃ ସମାନ। ଦେବୀଙ୍କ ତିନି ପାର୍ଶ୍ୱରେ ତିନିଜଣ ପାର୍ଶ୍ୱ ଦେବୀ ବିରାଜମାନ। ମୂର୍ତ୍ତିଗୁଡ଼ିକ କ୍ଷୟ ହୋଇଯାଇଥିବରୁ ସେମାନଙ୍କ ପରିଚୟ…

ପର୍ଶୁରାମେଶ୍ବର ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ~ ଦେଉଳ ବିଷୟରେ କିଛି ~ ପୁରୁଣା ଭୁବନେଶ୍ୱର ଠାରେ କେଦାରଗୌରୀ ମନ୍ଦିରର ଅନତି ଦୂରରେ ପର୍ଶୁରାମେଶ୍ବର ଦେଉଳ ଅବସ୍ଥିତ। ଏହାର  ନିର୍ମାଣ ଖ୍ରୀ.ଅ. ୭ମ ରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳଦଭବ ବଂଶ ରାଜତ୍ୱ କାଳରେ ହୋଇଥିଲା। ଏହି ଦେଉଳ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ ଗର୍ଭଗୃହ ଏବଂ ଜଗମୋହନ।…