Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଦେଵ ତ୍ରିପାଠୀ କାର୍ତ୍ତିକ ପୂର୍ଣ୍ଣିମା । କଟକରୁ କୋଚିନ୍ ସୁରଟରୁ ମିରଟ ଯେଉଁଠାରେ ବି ଆମେ ଓଡ଼ିଆଏ ଆସ୍ଥାନ ଜମାଇ ସାରିଛେ, ସବୁଠି ଆବାଳ-ବୃଦ୍ଧ-ବନିତା, ରାତି ନ ପାହୁଣୁ ବିଛଣା ଛାଡି, ଆଖପାଖ ନଦୀନାଳ, ଗାଡିଆପୋଖରୀରେ (ଏପରିକି ଚୁଆପାଣିରେ) ବୁଡ ପକାଇ ସୋଲ ତିଆରି ଖେଳଣା ଡଙ୍ଗା (କ୍ଵଚିତ କଦଳୀବାହୁଙ୍ଗା ଡଙ୍ଗା)ରେ ଦୀପ ଜାଳି…
ଲେଖା: ଦେଵ ତ୍ରିପାଠୀ ଅଧୁନା ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ‘ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…
ଲେଖା: ଦେଵ ତ୍ରିପାଠୀ ଜୀବନଯାକର ନିରବଚ୍ଛିନ୍ନ ସାଧନା, ଅବରୁଦ୍ଧ ଅନୂଢା ଅନୁରାଗ ଓ ଆକାଶଛୁଆଁ ଆଶାର ପ୍ରତିବଦଳରେ କଳାକାର ପ୍ରାଣଟି ପ୍ରତି ମୁହୂର୍ତ୍ତରେ ମହଳଣ ଦୀପଶିଖାଟି ଦିକ୍ ଦିକ୍ କରୁଥାଏ ! କଳା ଓ କଳାକାରର ପ୍ରତିଷ୍ଠା, ପ୍ରସାର ନେଇ ଆମେ ଯେତେ ଡିଣ୍ଡିମ ପିଟୁ, ଅଥଚ କଳାର ପ୍ରାଣସତ୍ତା ଦିନକୁଦିନ ହେଉଥାଏ ନିଷ୍ପ୍ରଭ, ନିଖୋଜ…
ଲେଖା: ଦେଵ ତ୍ରିପାଠୀ ଆଜକୁ ୨୦୦ ବର୍ଷ ତଳର କଥା । ଇତିହାସର ଗର୍ଭଗହ୍ଵରରେ ପୋତି ହୋଇଯାଇଥିବା ଏକ ସମୟର କଥା ! କଥା କିନ୍ତୁ କିମ୍ବଦନ୍ତୀ ନୁହେଁ ! ଏକ ସତ୍ୟତା ଉପରେ ପ୍ରତିଷ୍ଠିତ ଗୋଟିଏ ସମୟର କଥା ! ଏ କଥା ନା କେବେ ସ୍ପର୍ଶ କରିଛି ଗବେଷକର ଅନ୍ୱେଷଣକୁ ନା କେବେ…
ଲେଖା: ଦେବ ତ୍ରିପାଠୀ ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ ରାଜା ହସ୍ତୀପୃଷ୍ଠରେ ବସି ପାରିଧି କରିବା ଥିଲା ପରମ୍ପରା । କଳିଙ୍ଗର ଅରଣ୍ୟ ଥିଲା ବିଶାଳକାୟ ଦନ୍ତୀ (ମାଈ ଦନ୍ତାହାତୀ) ପାଇଁ ପ୍ରସିଦ୍ଧ । ଉତ୍କଳୀୟ ଧର୍ମ,…