Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ନିରଞ୍ଜନ ସାହୁ ଓଡ଼ିଶା ପ୍ରଦେଶର ‘କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ଫଣ୍ଡ’ର କାର୍ଯ୍ୟ ପରିଚାଳନା ଦାୟିତ୍ଵ ନ୍ୟସ୍ତ ହେଲା ରମାଦେବୀଙ୍କ ଉପରେ ୧୯୪୫ ମସିହାରେ । ସାତ ବର୍ଷ ମଧ୍ୟରେ ରାଜ୍ୟରେ ଏହି କେନ୍ଦ୍ର ଦ୍ବାରା ଆଠଟି ମାତୃମଙ୍ଗଳ ଓ ନ’ଟି ଗ୍ରାମସେବା କେନ୍ଦ୍ର, କେତୋଟି ଲୁଗାବୁଣା କେନ୍ଦ୍ର ସ୍ଥାପନ ହେଲା ରମାଦେବୀଙ୍କ ତତ୍ତ୍ଵାବଧାନରେ ।…
ଲେଖା: ଦେଵ ତ୍ରିପାଠୀ ସତ୍ୟବାଦୀର ସପ୍ତସଖା ସ୍ଵରାଜ୍ୟ ମାଜିଷ୍ଟ୍ରେଟ ପଣ୍ଡିତ କୃପାସିନ୍ଧୁ ହୋତା ! ୧୯୩୧ ସାଲ । ହୋଟେଲ କଳାଭଵନ । ପୁରୀ । ହୋଟେଲ ମାଲିକ ଜଗନ୍ନାଥ ମହାନ୍ତି । ସ୍ବାଧୀନଚେତା ମଣିଷ – ତେଣୁ ଗାନ୍ଧୀ କଂଗ୍ରେସ ବାଲାଙ୍କ ସଙ୍ଗେ ସମ୍ପର୍କ ଥିବାରୁ ହୋଟେଲ ଟି ଥିଲା କଂଗ୍ରେସ କର୍ମୀଙ୍କ ମିଳନପୀଠ…
~ ସଦାଶିବ ମିଶ୍ର ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାର ମାଟି ସବୁବେଳେ ବପୁସ୍ଫୀତ କରି ଆଜି ନାନାବିଧ ଦୁର୍ବିପାକ ଓ ନିଷ୍ପେସନ ସତ୍ତ୍ଵେ ବୀରପୁତ୍ରମାନଙ୍କ ପାଇଁ ନିର୍ଭୀତା ହୋଇ ଦଣ୍ଡାୟମାନ ସମଗ୍ର ବିଶ୍ଵାୟିତ ମଞ୍ଚାସନରେ। କେବଳ ଯେ ମହାଭାରତୀୟ ସ୍ରୋତରେ ଏହାର ପ୍ରବାହ ବାରିତ, ବରଞ୍ଚ ବିଶ୍ଵକ୍ଷେତ୍ରର ପରିମିତ ସ୍ଥଳରେ ଏକ ଅପ୍ରତ୍ୟାଶିତ ନବଦିଗନ୍ତ…
ଲେଖା: ଦେଵ ତ୍ରିପାଠୀ ଐତିହାସିକ ଷ୍ଟର୍ଲିଂଙ୍କ ମତରେ ସେତେବେଳେ ଭାରତବର୍ଷରେ ସର୍ବଶ୍ରେଷ୍ଠ ଲୁଣ ଆମ ଓଡ଼ିଶାରେ ହିଁ ମିଳୁଥିଲା, ଏବଂ ସର୍ବସାଧାରଣଙ୍କ ଦ୍ଵାରା ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା କାରଣରୁ ଓଡିଆଙ୍କ ଜୀବନ, ଜୀବିକା ଓ ଅର୍ଥନୀତିରେ ଏହାର ପ୍ରଭାବ ଥିଲା ଅତୁଳନୀୟ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଲବଣ ଆଇନ ଫଳରେ ଲୋକେ…