Tag ଅଭିମନ୍ୟୁ ସାମନ୍ତସିଂହାର

ବିଦଗ୍ଧ ଚିନ୍ତାମଣି

ସୌରଭିତ ସୃଷ୍ଟି: ଅଭିମନ୍ୟୁ ସାମନ୍ତସିଂହାର ~ ବିଦଗ୍ଧ ଚିନ୍ତାମଣି ~ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଉତ୍କଳୀୟ ରୀତିଯୁଗୀୟ ସାହିତ୍ୟଜଗତର ଜଣେ ଅନ୍ୟତମ କାବ୍ୟସ୍ରଷ୍ଟା। ଅଷ୍ଟାଦଶ ଶତାବ୍ଦୀରେ ଉତ୍କଳୀୟ କାବ୍ୟାକାଶରେ ଅସାଧାରଣ ମାର୍ତ୍ତଣ୍ଡ ତୁଲ୍ୟ ଏହି ଅନନ୍ୟ ପ୍ରତିଭାଙ୍କ ବର୍ଣ୍ଣିଳ ଶୈଳୀ, ଆବେଗସ୍ନାତ ଭାଷା, ଗମ୍ଭୀର ଭାବନା, ଆଳଙ୍କାରିକ ଛଟା, ମନୋଜ୍ଞ ଚେତନା ସୃଷ୍ଟ କାବ୍ୟ-କବିତାନିଚୟ ଉତ୍କଳର…

ଅଭିମନ୍ୟୁ ସାମନ୍ତସିଂହାର

ଲେଖା: ନିରଞ୍ଜନ ସାହୁ  ~ ଅଭିମନ୍ୟୁ ସାମନ୍ତସିଂହାର ~   ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି – “In the matters of rhetorical composition he excels…

କବିମଞ୍ଜୁଳ

ଲେଖା: ଦେଵ ତ୍ରିପାଠୀ   କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଅଭିମନ୍ୟୁ ସାମନ୍ତସିଂହାର

ଲେଖା: ନିରଞ୍ଜନ ସାହୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, ମହାଭାଗ ଆଜ୍ଞା,  ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ। କୋଟିଏ ନୁହେଁ କେତେ କୋଟି। କାହାକୁ କେମିତି ଏମିତି ଭାବ ଲାଗିବ କେଜାଣି। ଆମ ମନକୁ ତ ଧସେଇ ପଶିଛି, ଏକୁ ଏଡେ଼ଇବାକୁ ଆମର ଜୁ ନାହିଁ। କେମିତି ଏମିତି ଏ ଭାବ ନ ଆସିବ ଯେ ?…

ନିମାଇଁ ଚରଣ

ଲେଖା: ଅମ୍ରିତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି  ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ ଦୁଃଖ କେବେ ହେଁ ନୁହଁ…

ଦୀନକୃଷ୍ଣ ଦାସ

ଲେଖା: ନିରଞ୍ଜନ ସାହୁ ରୀତିଯୁଗର ଅନ୍ୟତମ ପ୍ରତିଭା ସନ୍ଥକବି ଦୀନକୃଷ୍ଣ ଦାସ ! “କୃପାସିନ୍ଧୁ ବଦନ କରି ଅବଲୋକନ, କେଉଁ କରମହୀନ ଜନ, କାକୁସ୍ତଭର ହୋଇ କର ଯୋଡ଼ି ଜଣାଇଁ ଗରୁଡ଼ ସ୍ତମ୍ଭ ସନ୍ନିଧାନ ହେ ମହାପ୍ରଭୁ ! କୃପା ସରିତ ପତି ହୋଇ କର୍ମହୀନ ଜନର ତହିଁ, କରୁଣା କଲ ନାହିଁ କିମ୍ପା ହେ…