Tag ଅକ୍ଷୟ ମହାନ୍ତି

ସ୍ମୃତିରେ ଅକ୍ଷୟ

ଲେଖା: ଫ୍ରାନସିସ୍ ଶତପଥୀ କଟକକୁ ଭଲପାଉଥିବା, କଟକକୁ ଜୀଇଁଥିବା, କଟକର ନାଁ ରଖିଥିବା ମଣିଷଙ୍କ ନାଁ ଯଦି ନିଆଯାଏ, ତେବେ ଅକ୍ଷୟ ମହାନ୍ତିଙ୍କ ବିନା ସେ ଅପୂର୍ଣ୍ଣ ରହିବ ନିଶ୍ଚୟ। ଯା’ର ଚାଲି କଟକୀ, ବୋଲି କଟକୀ, ପ୍ରେମ କଟକୀ ଆଉ ନଖରାମି ବି କଟକୀ । ଏଇ ଐତିହାସିକ ସହରର ଗଳିକନ୍ଦିକୁ ଅତି ପାଖରୁ…

ସିକନ୍ଦର ଆଲାମ

~ ସିକନ୍ଦର ଆଲାମ ~ ଲେଖା: ଅମୃତେଶ ଖଟୁଆ “ଏ ବନ ଝରଣା ନାଚି ନାଚି ଯାଅନା ଏ ମୋର ମଇନା ଧରା ଦିଅନା।” ‘ମନ ଆକାଶ’ (୧୯୭୪) ଚଳଚ୍ଚିତ୍ରରେ ପ୍ରଥମ କରି କଣ୍ଠଦାନ କରିଥିଲେ ସେତେବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା। ଏହି ଲୋକପ୍ରିୟ ତଥା ଚିରସବୁଜ ଗୀତ ଆଜି ବି ସମସ୍ତଙ୍କ ପାଇଁ…

ନାରାୟଣ ପ୍ରସାଦ ସିଂହ

~ ନାରାୟଣ ପ୍ରସାଦ ସିଂହ ~ ଲେଖା: ଅମୃତେଶ ଖଟୁଆ ସୁରଜଗତର ରସରାଜ ନାରାୟଣ ପ୍ରସାଦ ସିଂହ ! ସଂସ୍କୃତରେ ଗୋଟିଏ ସୁନ୍ଦର ଧାଡିଟିଏ ଅଛି – “ଏକଶବ୍ଦଃ ସୁଜ୍ଞାତଃ ସୁପ୍ରଯୁକ୍ତଃ ସ୍ଵର୍ଗଲୋକେ କାମଧୃଗ୍-ଭବତି।” ଏକ ଶବ୍ଦକୁ ଯଦି ସୁନ୍ଦର ଭାବରେ ଅନୁଭୂତିରେ ଅବଗାହନ କରାଯାଇ ଯଦି ତାହାକୁ ରସସିକ୍ତ କରି ପ୍ରୟୋଗ କରାଯାଏ, ତାହା…