Physical Address
Sai Samarpanam, Satya Vihar, Bhubaneswar
~ ଶ୍ୟାମସୁନ୍ଦର ରାଜଗୁରୁ ~ ଲେଖା: ଅମୃତେଶ ଖଟୁଆ “ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର, ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି, ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି। ସେଥିରୁ ଚିହ୍ନ ସ୍ଵରୂପ ବୋଲା ଯାଇପାରେ, ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ। × × …
ଓଡ଼ିଶାରେ ଲୋକନାଟ୍ୟ, ନୃତ୍ୟ ପରମ୍ପରା ବହୁ ପୁରାତନ ଓ ପାରମ୍ପରିକ ଅଟେ।ଆମ ରାଜ୍ୟର ସଂସ୍କୃତି, କଳା ଓ ଧର୍ମଧାରଣାର ଏହା ଏକ ସମନ୍ୱିତ ରୂପବିଭବ। ସହସ୍ରାଧିକ ଲୋକମାନଙ୍କର ମନୋରଞ୍ଜନ ନିମନ୍ତେ ଉଦ୍ଦିଷ୍ଟ। ଗ୍ରାମବହୁଳ ଓଡ଼ିଶାର ଜୀବନଯାତ୍ରା ସହ ଜଡ଼ିତ ମେଳା ମହୋତ୍ସବ ମାନଙ୍କରେ ସାମୟିକ ଆନନ୍ଦ ପାଇଁ ଏହି ଲୋକନୃତ୍ୟ ମାନ ଅନୁଷ୍ଠିତ ହୋଇଥାଏ . .
ଲେଖା: ଦେଵ ତ୍ରିପାଠୀ ସିଂହାରୀ ଶ୍ୟାମସୁନ୍ଦର କର । ସୁନାମଧନ୍ୟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ମର୍ଦ୍ଦଳ ବାଦକ ଏବଂ ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିପାରିଛନ୍ତି ସେ । ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ହିଁ ଶ୍ୟାମସୁନ୍ଦର ।…
ଲେଖା: ଦେଵ ତ୍ରିପାଠୀ “ଆଉ କାନ୍ଦନାରେ ବିଧୂବଦନା, ବିଶ୍ୱାସରେ ବିଷ ଦେଇ ନାହିଁ ମୁଁ ନାରୀଶ, ତୁ ମୋତେ ଦୋଷ ଦେଇ ବନ୍ଦନା” ।। (ଅମର ବିଳାସ) କଟକ ଜିଲ୍ଲାର ଏକ ମଫସଲି ଅଞ୍ଚଳ । ମଞ୍ଚରେ ଅଭିନିତ ହେଉଛି ‘ଅମର ବିଳାସ’ ନାଟକ । ନାଟକର ମହାନାୟକ ଅମରକୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କ…
ଲେଖା: ଦେଵ ତ୍ରିପାଠୀ ନିହାତି ପିଲାଦିନର କଥା । ଗାଁକୁ କେବେ ଯାତ୍ରା ଆସିଲେ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଯା’ନ୍ତି । ଆମେ ପିଲାମାନେ ଖରାବେଳୁ ସଞ୍ଜ ନଇଁବା ଯାଏଁ ମାତିଯାଉ ବେଲୁନ ଆଉ କଣ୍ଢେଇ କିଣିବାରେ । ସଞ୍ଜ ନଇଁଗଲେ ସପମଶିଣା, ଚଟେଇ ଖଣ୍ଡେ କାଖରେ ଜାକି ଧାଇଁ ଯାଉ ଯାତ୍ରାପଡିଆକୁ, ପରିବାର ଲୋକ…