Tag ସାହିତ୍ୟିକ ଦୟାନିଧି ମିଶ୍ର

ସାହିତ୍ୟିକ ଦୟାନିଧି ମିଶ୍ର

ଲେଖା: ଶିବାଶିଷ ମହାପାତ୍ର  ପଶ୍ଚିମ ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି ଅନେକ ଗୁଡ଼ିଏ ବିଶିଷ୍ଟ ମହାନ ବ୍ୟକ୍ତିବିଶେଷ । ଆଜିର ସମୟରେ ପ୍ରଚାର ଏବଂ ପ୍ରସାର ନଥିବା ଯୋଗୁଁ ଲୋକେ କେବଳ ହାତଗଣତି କେତେ ଜଣଙ୍କୁ ଛାଡ଼ି ଭୁଲିବାକୁ ଲାଗିଲେଣି ଅନ୍ୟ ମାନଙ୍କୁ । ବିଂଶ ଶତାବ୍ଦୀର ଦ୍ବିତୀୟ ଏବଂ ତୃତୀୟ ଦଶକରେ ପଶ୍ଚିମ ଓଡ଼ିଶାର…