Tag ଲୋକକବି

କବିମଞ୍ଜୁଳ

ଲେଖା: ଦେଵ ତ୍ରିପାଠୀ   କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଲୋକକବି

ଲେଖା ଦେଵ ତ୍ରିପାଠୀ ୧୯୦୩ ମସିହା । ଶ୍ମଶାନିତ ହୋଇ ସରୀସୃପ ନିଦ୍ରାରେ ଶୋଇ ପଡିଥିବା ଇତିହାସ ପ୍ରସିଦ୍ଧ ଜାତିଟି କଡ଼ ଲେଉଟିବାକୁ ଆରମ୍ଭ କରିଥିଲା। ଯୁଗପୁରୁଷ ମଧୁବାବୁଙ୍କ ପ୍ରଭାବରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୂଲକରୁ ଶୁଭୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟଉତ୍ସ ସାମିଲ ଥିଲେ ସେଇ ମହାସ୍ରୋତରେ !…

ନାଟୁଆ ବାଳକୃଷ୍ଣ ମହାନ୍ତି

ଲେଖା: ଦେଵ ତ୍ରିପାଠୀ “ଆଉ କାନ୍ଦନାରେ ବିଧୂବଦନା, ବିଶ୍ୱାସରେ ବିଷ ଦେଇ ନାହିଁ ମୁଁ ନାରୀଶ, ତୁ ମୋତେ ଦୋଷ ଦେଇ ବନ୍ଦନା” ।। (ଅମର ବିଳାସ) କଟକ ଜିଲ୍ଲାର ଏକ ମଫସଲି ଅଞ୍ଚଳ । ମଞ୍ଚରେ ଅଭିନିତ ହେଉଛି ‘ଅମର ବିଳାସ’ ନାଟକ । ନାଟକର ମହାନାୟକ ଅମରକୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କ…