Tag ରାଇଦାମୋଦର ବେଶ

ରାଇଦାମୋଦର ବେଶ 

ଲେଖା: ସୁଚେତା ପ୍ରଧାନ ଅନେକ ଦିନ ତଳର କଥା। ଜଗନ୍ନାଥଙ୍କ ସେବକ ବଡପଣ୍ଡା ଠାକୁରଙ୍କର ବଡ ସେବକ। ନୈଷ୍ଠିକ ବ୍ରାହ୍ମଣ ସେ। ତାଙ୍କ ଚଳୁରେ ଜଗନ୍ନାଥ ଦେଖାଯାଆନ୍ତି। ତେବେ ଯାଇ ଭୋଗ ଲାଗେ। ଦିନ ଗଡି ଚାଲେ। ବଡ ପଣ୍ଡାଏ କ୍ରମେ ବୟସ ଭାରରେ ନଇଁ ପଡିଲେ। ବଡ  ଦେଉଳକୁ ଯିବା ଆସିବା କଷ୍ଟକର ହେଲା।…